Cricketବିବାଦରେ ପନ୍ତଙ୍କ ଗ୍ଲୋଭସOdisha Sports BureauAugust 27, 2021 by Odisha Sports BureauAugust 27, 20210135 ଲର୍ଡ୍ସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ବ୍ୟକଫୁଟରେ ରହିଛି ଭାରତୀୟ ଦଳ । ୭୮ ରନରେ ଅଲାଆଉଟ ହେବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ ୩୪୫ ରନର ଅଗ୍ରଣୀ ।...
Cricketଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଆଜିOdisha Sports BureauAugust 25, 2021August 25, 2021 by Odisha Sports BureauAugust 25, 2021August 25, 20210106 ନୂଆଦିଲ୍ଲୀ: ଆଜିଠୁ ଆରମ୍ବ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ । ଲର୍ଡ୍ସରେ ରୋମାଞ୍ଚକର ଏକ ଐତିହାସିକ ବିଜୟ ପରେ ଆତ୍ମବିଶ୍ୱାସ ଭରା ଟିମ ଇଣ୍ଡିଆ ଦ୍ୱିତୀୟ ବିଜୟ ଆଶାରେ ମଇଦାନକୁ ଓହ୍ଲାଇବ...
Cricketକପିଲଙ୍କୁ ଅତିକ୍ରମ କରିବେ ବୁମରାହOdisha Sports BureauAugust 23, 2021 by Odisha Sports BureauAugust 23, 20210151 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତର ଦ୍ରୁତ ବୋଲର ଜଶପ୍ରୀତ ବୁମରାହ ପୂର୍ବତନ ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିବାର ରହିଛି ଯଥେଷ୍ଟ ସମ୍ଭାବନା । ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ...
Cricketପୁଣି ଜଣେ ଖେଳାଳୀ ଆହତOdisha Sports BureauAugust 23, 2021 by Odisha Sports BureauAugust 23, 20210113 ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ । ଦ୍ୱିତୀୟ ମ୍ୟାଚରେ ହାର ପରେ ଇଂଲଣ୍ଡ ତୃତୀୟ ମ୍ୟାଚରେ ବିଜୟ ହାସଲ ପାଇଁ ଯଥା ସମ୍ଭବ...
Cricketବୁମରାହ ଆଣ୍ଡରସନଙ୍କ ଭିତରେ ବାକଯୁଦ୍ଧOdisha Sports BureauAugust 21, 2021August 21, 2021 by Odisha Sports BureauAugust 21, 2021August 21, 20210299 ନୂଆଦିଲ୍ଲୀ: ଲର୍ଡ୍ସ ଟେଷ୍ଟରେ ଏକ ବୃହତ ବିଜୟ ପରେ ଇଂଲଣ୍ଡ ଖେଳାଳୀଙ୍କ ସମେତ ସେଠାକାର ଗଣମାଧ୍ୟମ ମଧ୍ୟ ଚିନ୍ତାରେ ପଡିଛନ୍ତି । ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ବାଜି ଓଲଟାଇ ମ୍ୟାଚ ଜିତି ନେଇଥିଲା...
Cricketହାରକୁ ନେଇ ବାଉଳା ଇଂଲଣ୍ଡOdisha Sports BureauAugust 20, 2021 by Odisha Sports BureauAugust 20, 20210137 ନୂଆଦିଲ୍ଲୀ: ଭାରତ ବିପକ୍ଷ ଲର୍ଡ୍ସ ଦ୍ୱିତୀୟ ଟେଷ୍ଟରେ ଏକ ବଡ ବ୍ୟବଧାନରେ ହାରିବା ପରେ ଇଂଲଣ୍ଡ ଦଳ ଚିନ୍ତାରେ ପଡିଯାଇଛି । ଏହି ପରାଜୟକୁ ଇଂଲିଶ ଦଳ କିମ୍ବା ଇଂଲଣ୍ଡ ମିଡିଆ ସହଜରେ ଗ୍ରହଣ...
Cricketଦଳରୁ ବାହାରିଲେ ୩ ଜଣ ଖେଳାଳୀOdisha Sports BureauAugust 19, 2021 by Odisha Sports BureauAugust 19, 20210157 ନୂଆଦିଲ୍ଲୀ: ଲର୍ଡ୍ସ ଟଷ୍ଟରେ ମିଳିଥିବା ହାର ପରେ ଟିମ ଇଂଲଣ୍ଡ ପାଇଁ ବଢିଛି ଚିନ୍ତା । ଆସନ୍ତା ୨୫ ତାରିଖରେ ଲର୍ଡ୍ସରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଦଳରେ ବିରାଟ ପରିବର୍ତ୍ତନ...
Cricketଲର୍ଡ୍ସରେ ଭାରତକୁ ସ୍ୱାଧୀନତା ଦିବସର ଭେଟିOdisha Sports BureauAugust 17, 2021 by Odisha Sports BureauAugust 17, 20210140 ଲର୍ଡ୍ସ: ଗୋଟିଏ ପଟେ ଇଂରେଜ ଶାସନ ଉପରେ ବିଜୟ ଏବଂ ଭାରତର ସ୍ୱାଧୀନତାକୁ ୭୪ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନ କରୁଛି । ଅନ୍ୟପଟେ ଭାରତ ପୁଣି ଥରେ ଇଂରେଜ ମାନଙ୍କ ଉପରେ...
Cricketପୁଣି ଫେଲ ମାରିଲେ ବିରାଟOdisha Sports BureauAugust 16, 2021 by Odisha Sports BureauAugust 16, 20210146 ଲର୍ଡ୍ସ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚର ଉଭୟ ପାଳିରେ ଫେଲ ମାରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲୀ । ବାରମ୍ବାର ଟେଷ୍ଟରେ ବିରାଟ ବ୍ୟାଟ ନୀରବ ରହୁଛି । ଦ୍ୱିତୀୟ ଇନିଂସରେ କୋହଲୀ ମାତ୍ର...
Cricketଲର୍ଡସରେ ରାହୁଲ ଶୋ’Odisha Sports BureauAugust 13, 2021August 13, 2021 by Odisha Sports BureauAugust 13, 2021August 13, 20210145 ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ଇତିହାସ ରଚିଛନ୍ତି ଭାରତୀୟ ଓପନର କେ.ଏଲ ରାହୁଲ । ଦଳ ପାଇଁ ବ୍ୟକ୍ତିଗତ ୧୨୭ ରନର ପାଳି ବଳରେ ଦଳ ୨୭୬ ରନର ଏକ ବିଶାଳ ସ୍କୋର ଇଂଲଣ୍ଡ...