Cricketଆଇସିସି ମହିଳା ଦିନିକିଆ ମାନ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନରେ ମିଥାଲି ରାଜOdisha Sports BureauMarch 2, 2022 by Odisha Sports BureauMarch 2, 20220134 (ଦିଲ୍ଲୀ) : ଭାରତୀୟ ଦଳର ଅଧିନାୟିକା ମିଥାଲି ରାଜ ଆଇସିସି ମହିଳା ଦିନିକିଆ ମାନ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଗତ ସପ୍ତାହରେ ମନ୍ଧନା ୧୨ତମ ସ୍ଥାନରେ ଓ ହର୍ମନପ୍ରୀତ ୨୩ତମ...