Tag : Oddisha

Football

ଭାରତୀୟ ଫୁଟବଲ ମୁଖ୍ୟ କୋଚ ଷ୍ଟିଫେନଙ୍କ ଇସ୍ତଫା

Odisha Sports Bureau
(ଶିଳାସ୍ମିତା ରାୟ): ଭାରତୀୟ ଫୁଟବଲ୍ ଦଳର ମୁଖ୍ୟ କୋଚ ଷ୍ଟିଫେନ୍ କୋନ୍ଷ୍ଟାଣ୍ଟିନେ ଗତକାଲି ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି। ଏଏଫ୍ସି ଏସୀୟ କପ୍ରେ ବାହାରିନ୍ଠୁ ଭାରତର ପରାଜୟ ଷ୍ଟିଫେନଙ୍କୁ ମର୍ମାହତ କରିଥିଲା । ଏଥିନେଇ...