Tennisଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକOdisha Sports BureauSeptember 14, 2022 by Odisha Sports BureauSeptember 14, 20220120 ନୂଆଦିଲ୍ଲୀ: ଭାରତୀୟ ଟେନିସ ଖେଳାଳି ନରେଶ କୁମାର (୯୬)ଙ୍କର ପରଲୋକ ହୋଇଯାଇଛି। ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ନରେଶ କୁମାର ୧୯୨୮ମସିହା ଡିସେମ୍ବର ୨୨ ତାରିଖ ଲାହୋରରେ...
Cricketମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏସିଆ କପର ପ୍ରତିଶୋଧ ବିଶ୍ୱକପରେ ନେବ ଟିମ୍ ଇଣ୍ଡିଆOdisha Sports BureauSeptember 13, 2022 by Odisha Sports BureauSeptember 13, 20220109 ନୂଆଦିଲ୍ଲୀ : ପୁଣି ବିଶ୍ୱ ଦେଖିବ ମହାମୁକାବିଲା | ସମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ| ଏସିଆ କପର ପ୍ରତିଶୋଧ ବିଶ୍ୱକପରେ ନେବ ଟିମ୍ ଇଣ୍ଡିଆ । କାରଣ ଅକ୍ଟୋବର ୨୩ ତାରିଖରେ ଟି-୨୦ ବିଶ୍ୱକପରେ ମେଲବୋର୍ଣ୍ଣ...
Cricketଟି-୨୦ ପାଇଁ ଭାରତୀୟ ଦଳ ଘୋଷଣାOdisha Sports BureauSeptember 12, 2022September 12, 2022 by Odisha Sports BureauSeptember 12, 2022September 12, 20220101 ଭୁବନେଶ୍ୱର : ଟି-୨୦ ବିଶ୍ୱକପ୍ ଭାରତୀୟ ଦଳ ଘୋଷଣା ହୋଇଛି । ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା ନେଇ ସୂଚନା ଦେଇଛି ବିସିସିଆଇ ।ଟିମ୍ କୁ ଫେରିଲେ ଯଶ୍ୱପ୍ରିତ ବୁମରା ଓ ହର୍ଷଲ...
Cricketପରବର୍ତ୍ତୀ ଅଧିନାୟକ ଲାଗି ଅଷ୍ଟ୍ରେଲିଆ ଚିନ୍ତାକରୁ : ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡOdisha Sports BureauSeptember 12, 2022September 12, 2022 by Odisha Sports BureauSeptember 12, 2022September 12, 20220108 ଅଷ୍ଟ୍ରେଲିଆ: ଅଷ୍ର୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଆଣ୍ଡ୍ରିୟୁ ମ୍ୟାକଡୋନାଲ୍ଡ କହିଛନ୍ତି ଯେ, ଓଡିଆଇ ଅଧିନାୟକ ଭାବରେ ଆରୋନ ଫିଞ୍ଚଙ୍କ ସ୍ଥାନ ନେବା ପୂର୍ବରୁ ସେମାନେ ଟି-୨୦ ବିଶ୍ୱକପ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ମ୍ୟାକଡୋନାଲ୍ଡ...
More Sportsଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରାOdisha Sports BureauSeptember 9, 2022 by Odisha Sports BureauSeptember 9, 20220131 ନୂଆଦିଲ୍ଲୀ: ଆଥଲେଟ ନୀରଜ ଚୋପ୍ରା ଜାଭଲିନ ଥ୍ରୋରେ ଡାଇମଣ୍ଡ ଜିତିଛନ୍ତି। ଡାଇମଣ୍ଡ ଲିଗ ଫାଇନାଲରେ ୮୮.୪୪ ମିଟର ଜାଭଲିନ ଥ୍ରୋରେ ଶ୍ରୀ ଚୋପ୍ରା ଏହି ଟାଇଟେଲ ଜିତିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜୁରିଚରେ ଅନୁଷ୍ଠିତ ହୀରାଖଣ୍ଡ ଫାଇନାଲରେ ପ୍ରଥମରୁ...
Hockey୨୦୨୩ ହକି ବିଶ୍ୱକପ ଲାଗି ବାଜିଲା ବିଗୁଲOdisha Sports BureauSeptember 8, 2022 by Odisha Sports BureauSeptember 8, 20220108 ଭୁବନେଶ୍ୱର: ୨୦୨୩ ହକି ବିଶ୍ୱକପ ଲାଗି ବିଗୁଲ ବାଜିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟରୁ ଖେଳସୂଚୀ ଘୋଷଣା କରାଯାଇଛି। ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ୧୬ଟି ଦଳ ଅଂଶଗ୍ରହଣ...
Cricketଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନାOdisha Sports BureauSeptember 6, 2022 by Odisha Sports BureauSeptember 6, 20220113 ନୂଆଦିଲ୍ଲୀ: ଭାରତୟୀ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରୈନା ଆଇପିଏଲ ଏବଂ ଘରୋଇ କ୍ରିକେଟ କ୍ୟାରିୟରର ସମାପ୍ତ କରି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ମହେନ୍ଦ୍ର ସିଂ ଧୋନି ଅବସର ନେବାର...
Cricketଟି-୨୦ ଆନ୍ତର୍ଜାତିକରୁ ମୁସଫିକର ରହିମଙ୍କ ଅବସରOdisha Sports BureauSeptember 5, 2022 by Odisha Sports BureauSeptember 5, 20220120 ଢାକା: ଚଳିତ ଏସିଆ କପ ଗ୍ରୁପ ପର୍ଯ୍ୟାୟରୁ ବାଂଲାଦେଶ ବିଦା ହେବା ପରେ ଏହାର ଓି୍ୱକେଟ ରକ୍ଷକ ମୁସଫିକର ରହିମ ରବିବାର ଟି-୨୦ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ବିଶେଷ କରି ଦିନିକିଆ ଆନ୍ତର୍ଜାତିକ...
Cricketରବି ବିଷ୍ଣୁ ଭାରତ ଲାଗି ଟ୍ରମ୍ପ କାର୍ଡ ହୋଇପାରନ୍ତି : ଡାନିଶ କାନେରିଆOdisha Sports BureauAugust 31, 2022August 31, 2022 by Odisha Sports BureauAugust 31, 2022August 31, 20220118 ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଡାନିଶ କାନେରିଆ ବିଶ୍ୱାସ କରନ୍ତି ଯେ ରବି ବିଷ୍ଣୁ ଭାରତର ଖେଳୁଥିବା ଏକାଦଶରେ ଆବେଶ ଖାନଙ୍କ ସ୍ଥାନ ନେବା ଉଚିତ ଏବଂ ହଂକଂ ବିପକ୍ଷ ଆଗାମୀ ଏସିଆ କପ ୨୦୨୨...
More Sportsଲୋଜାନ୍ ଡାଇମଣ୍ଡ୍ ଲିଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅତିଆର କଲେ ନୀରଜ ଚୋପ୍ରାOdisha Sports BureauAugust 27, 2022 by Odisha Sports BureauAugust 27, 20220113 ନୂଆଦିଲ୍ଲୀ: ଇତିହାସ ରଚିଲେ ନୀରଜ ଚୋପ୍ରା । ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ୮୯.୦୮ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ପ୍ରଥମ ଭାରତୀୟ ଭାବେ ଲୋଜାନ୍ ଡାଇମଣ୍ଡ ଲିଗ ରେ...