Cricketଧୋନିଙ୍କ କ୍ୟାରିଅରର ଅନ୍ତ ବାବଦରେ : ମୁଖ୍ୟ ଚୟନ କର୍ତ୍ତାOdisha Sports BureauOctober 27, 2018 by Odisha Sports BureauOctober 27, 20180818 (ରିପୋର୍ଟସଟୁଡେ): ଦିନ ଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଅନୁମତିରେ ଭାରତୀୟ କ୍ରିକେଟ୍ ଦଳର ପତ୍ରଟିଏ ମଧ୍ୟ ହଲୁ ନଥିଲା, କିନ୍ତୁ ସମୟ ବଦଳିବା ସହିତ ବିପଦରେ ପଡ଼ିଛି ତାଙ୍କ କ୍ୟାରିଅର। ପୂର୍ବରୁ ଟେଷ୍ଟରୁ...
Hockeyଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଆଜି ଭାରତ ସହ ଜାପାନ ସେମିଫାଇନାଲOdisha Sports BureauOctober 27, 2018 by Odisha Sports BureauOctober 27, 20180703 (ରିପୋର୍ଟସ ଟୁଡେ): ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ପୂର୍ବ ବିଜେତା ଭାରତ ଏବଂ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଜାପାନ ମଧ୍ୟରେ ଆସନ୍ତାକାଲି ସେମିଫାଇନାଲ୍ ମୁକାବିଲା ହେବ। ରାଉଣ୍ଡ୍ ରବିନ୍...
Cricketଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆOdisha Sports BureauOctober 27, 2018 by Odisha Sports BureauOctober 27, 20180556 ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ । ପୁନେରେ ମୁହାଁମୁହିଁ ହେବେ ଦୁଇ ଦଳ । ପୁନେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ । ୫ ଟିକିଆ ଦିନିକିଆ ସିରିଜ୍ରେ...
Cricketପ୍ରଥମ ଥର ପାଇଁ ଟ୍ୱେଣ୍ଟି -୨୦ଦଳରୁ ଧୋନିଙ୍କୁ ବାଦ ଦିଆଯାଇଛିOdisha Sports BureauOctober 27, 2018 by Odisha Sports BureauOctober 27, 20180711 ପ୍ରଥମଥର ପାଇଁ ଭାରିତୀୟ ଟ୍ୱେଣ୍ଟି -୨୦ଦଳରୁ ପୂର୍ବତନ ଅଧିନାୟକ ମେହେନ୍ଦ୍ର ସିଂହ ଧୋନି ବାଦ୍ ପଡ଼ିଛନ୍ତି । ୨୦୦୬ରେ ଭାରତ ସର୍ବପ୍ରଥମ ଟ୍ୱେଣ୍ଟ ୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ସେବେଠାରୁ ଧୋନି କ୍ରମାଗତ...
More Sportsଆଜି ଠାରୁ ଆରମ୍ଭ ହେବ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତାOdisha Sports BureauOctober 26, 2018October 27, 2018 by Odisha Sports BureauOctober 26, 2018October 27, 20180626 (ଆଦର୍ଶ ରାଉତ): ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ଷ୍ଟାଡ଼ିୟମ୍ରେ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗିତା...
Cricketଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ସର୍ବବୃହତ୍ ତଥା ସମ୍ମାନଜନକ ଏକାମ୍ର ସ୍ପୋଟର୍ସ ଲିଟେରାରି ଫେଷ୍ଟିଭାଲ।Odisha Sports BureauOctober 26, 2018 by Odisha Sports BureauOctober 26, 20180697 ଇମର୍ଜିଂ ସ୍ପୋଟର୍ସ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ସର୍ବବୃହତ୍ ତଥା ସମ୍ମାନଜନକ ଏକାମ୍ର ସ୍ପୋଟର୍ସ ଲିଟେରାରି ଫେଷ୍ଟିଭାଲ। ନଭେମ୍ବର ୨ ଓ...
More Sportsଆଜିଠୁ ଆରମ୍ଭ ହେଉଛି ଏସୀୟ ରଗବି ସେଭେନ୍ସOdisha Sports BureauOctober 26, 2018 by Odisha Sports BureauOctober 26, 20180745 ଆଜିଠୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ବାଳିକା ଏସୀୟ ରଗବି ସେଭେନ୍ସ ପ୍ରତିଯୋଗିତା । ଭାରତ ପ୍ରଥମଥର ପୋଡିୟମରେ ପହଞ୍ଚିବା ନେଇ ଆଶାବାଦୀ ରହିଛି । ବିଗତ ଦୁଇ ସଂସ୍କରଣ ୟୁଏଇର ଦୁବାଇରେ ଅନୁଷ୍ଠିତ...
Badmintonସାଇନା, ସିନ୍ଧୁ ଓ କିଡାମ୍ବି ଫ୍ରେଚ ଓପନରେ କ୍ୱାର୍ଟର ଫାଇନାଲରେOdisha Sports BureauOctober 26, 2018 by Odisha Sports BureauOctober 26, 20180998 ଭାରତୀୟ ଷ୍ଟାର ବ୍ୟାଡ୍ମିଣ୍ଟନ ଖେଳାଳି ସାଇନା ନେହ୍ବାଲ, ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ପ୍ୟାରିସଠାରେ ଚାଲିଥିବା ଫ୍ରେଞ୍ଚ ଓପନ ବିଡବ୍ଲ୍ୟୁଏଫ୍ ଟୁର ସୁପର ୭୫୦ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...
Cricketବିରାଟଙ୍କ ନୂଆ ରେକର୍ଡ଼ ନେଇ ତାଙ୍କୁ ଅଭିନୟ ଊପାୟରେ ଶୁଭେଚ୍ଛା ଜଣାଇଲା ମୁମ୍ବାଇ ପୋଲିସOdisha Sports BureauOctober 26, 2018 by Odisha Sports BureauOctober 26, 20180627 (ରିପୋର୍ଟସ ଟୁଡ଼େ): ବିରାଟଙ୍କ ନୂଆ ରେକର୍ଡ଼ ପାଇଁ ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ୧୦ ହଜାର କ୍ଲବ ରନ୍ରେ ସାମିଲ ହୋଇ ଫ୍ୟାନ୍ ମାନଙ୍କୁ ଏକ ନୂଆ ରେକର୍ଡ଼ ଭେଟି ଦେଇଛନ୍ତି...
Footballଫୁଟବଲ୍ ଆଇ- ଲିଗ୍ ଇଣ୍ଡିଆନ୍ ଆରୋଜ୍ ର ପ୍ରାୟୋଜକ ହେବ ଓଡ଼ିଶାOdisha Sports BureauOctober 26, 2018 by Odisha Sports BureauOctober 26, 20180989 ହକି ପରେ ଫୁଟବଲକୁ ସହଯୋଗର ହାତ ବଢାଇବାକୁୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ଜାତୀୟ ମହିଳା ଓ ପୁରୁଷ ହକି ଦଳର ୫ ବର୍ଷ ପାଇଁ ପ୍ରାୟୋଜକ ପରେ ଏବେ ଓଡ଼ିଶା ସରକାର...