Cricketଭଲ ଅଛି ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟOdisha Sports BureauDecember 31, 2022 by Odisha Sports BureauDecember 31, 20220103 ନୂଆଦିଲ୍ଲୀ : ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟ ଭଲ ଅଛି। କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଋଷଭ ପନ୍ତ୍ଙ୍କର ମସ୍ତିସ୍କ ଏବଂ ମେରୁଦଣ୍ଡର ଏମ୍ଆର୍ଆଇ ଶୁକ୍ରବାର ରାତିରେ କରାଯାଇଛି। ଡେରାଡୁନର ମାକ୍ସ ହସ୍ପିଟାଲରେ...