Tag : sports

Cricket

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭ

ଭୁବନେଶ୍ୱର: ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ ଖେଳିସାରିବା ପରେ ଆସନ୍ତା ୨୦୨୩-୨୫ ପାଇଁ ବୁଧବାରଠୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଏହି ପ୍ରଥମ ଟେଷ୍ଟ୍ ଡୋମିନିକାର ରୋସିୟୁରେ...
Cricket

ମହିଳା କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୮ ରନରେ ହରାଇ ଭାରତ ହେଲା ଚାମ୍ପିୟନ

ନୂଆଦିଲ୍ଲୀ: ମହିଳା କ୍ରିକେଟରେ ଭାରତ ବାଂଲାଦେଶକୁ ୮ ରନରେ ପରାସ୍ତ କରିଛି। ୧୯ ବର୍ଷୀୟ ଶେଫାଲୀ ଭର୍ମା ଶେଷ ଓଭରରେ ଜବରଦସ୍ତ ବୋଲିଂ କରି ଭାରତ ଖାତାରେ ଚମତ୍କାର ବିଜୟ ହାସଲ କରିଛନ୍ତି। ୧୧...
Cricket

ୱେଷ୍ଟଇଣ୍ଡିଜରେ ବିରାଟଙ୍କ ଅଟୋଗ୍ରାଫ୍ ପାଇଁ ଲଗାଇଲେ ଲମ୍ବା ଲାଇନ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ସମଗ୍ର ବିଶ୍ୱରେ ବହୁତ ଲୋକପ୍ରିୟ। କୋହଲିଙ୍କ ଗୋଟିଏ ଝଲକ ଦେଖିବାକୁ ଏବଂ ତାଙ୍କୁ ଭେଟିବା ପାଇଁ ପ୍ରଶଂସକମାନେ ସବୁଆଡେ ଏକାଠି...
Cricket

ଝିଅ ବିବାହରେ ଭାବ ବିହ୍ୱଳ ହେଲେ ଆଫ୍ରିଦି; ଲେଖିଲେ ଇମୋସନାଲ ପୋଷ୍ଟ

ବ୍ୟୁରୋ ରିପୋର୍ଟ: ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ଜୁଲାଇ ୭, ଶୁକ୍ରବାର ଦିନ କରାଚିରେ ନିଜ ଝିଅ ଆକସା ଆଫ୍ରିଦିଙ୍କ ବିବାହ ସମାରୋହ ପରେ ତାଙ୍କ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ...
Cricket

ଟି-୨୦ ବିଶ୍ୱକପ ପରେ ଅବସର ନେଇପାରନ୍ତି ତିନି ଖେଳାଳି; ଜାଣନ୍ତୁ କିଏ

Odisha Sports Bureau
ନୂଆଦିଲ୍ଲୀ: ଭାରତ ୨୦୦୭ ରେ ଟି -୨୦ ବିଶ୍ୱକପର ଉଦଘାଟନୀ ଋତୁରେ ବହୁତ ଯୁବ ଦଳ ସହିତ ବିଜୟ ହାସଲ କରିଥିଲା ଜ୍ଝ ଇଣ୍ଡିଆନ୍ ପ୍ରିମିୟର ଲିଗ୍, ବିଗ୍ ବାସ୍ ଲିଗ୍, ଭିଟିଲିଟି ବ୍ଲାଷ୍ଟ,...
chess

ଜାତୀୟ ମହିଳା ଚେସ୍‌ରେ ୪ ଓଡ଼ିଆ ଖେଳାଳି

ଗୁଜରାଟ : ଗୁଜରାଟରେ ଚାଲିଥିବା ଜାତୀୟ ମହିଳା ଚେସ୍‌ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଚମକ ଜାରି ରଖିଛନ୍ତି। ଷଷ୍ଠ ରାଉଣ୍ଡ ସୁଦ୍ଧା ୪ ଜଣ ଓଡ଼ିଆ ପଦ୍ମିନୀ ରାଉତ, ସାଇନା ସାଲୋନିକା, କିରଣ ମନୀଷା...
Football

ସାଫ ଚାମ୍ପିଅନସିପ ଫୁଟ୍ବଲ ପ୍ରତିଯୋଗିତାରେ ବିଜୟ ହାସଲ କରିଛି ଭାରତ

ନବମ ଥର ଲାଗି ସାଫ ଚାମ୍ପିଅନସିପ ଫୁଟ୍ ବଲ ପ୍ରତିଯୋଗିତାରେ ବଜୟ ହାସଲ କରିଛି ଭାରତ । କାନ୍ତୀରବା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ୫-୪(୧-୧) ସଡନଡେଥରେ କୁଏତକୁ ପରାସ୍ତ କରିଛି । ଏହାସହ...
Cricket

ପାକିସ୍ତାନ ବୋଲରଙ୍କ ବଡ ବିବୃତ୍ତି; ଭାରତ ବିପକ୍ଷ ମ୍ୟାଚ ଉପରେ ନୁହେଁ ବିଶ୍ୱକପ ଉପରେ ନଜର

Odisha Sports Bureau
ନୂଆଦିଲ୍ଲୀ: ପାକିସ୍ତାନ ଦ୍ରୁତ ବୋଲର ଶାହିନ ଆଫ୍ରିଦି ଚଳିତ ବର୍ଷ ଶେଷରେ ଆଇସିସି ଙଊଓ ବିଶ୍ୱକପ ୨୦୨୩ ରେ ଭାରତ ବିପକ୍ଷ ମ୍ୟାଚ ଉପରେ ସଂମ୍ପୁର୍ଣ୍ଣ ଧ୍ୟାନ ଦେବା ବିଚାରକୁ ଖାରଜ କରିଦେଇଛନ୍ତି। ଭାରତ...
More Sports

ଅଲ-ଓଡିଶା ଇଣ୍ଟର-କ୍ଲବ ଭାରୋତ୍ତୋଳନ: ୧୨ ଟି ସ୍ୱର୍ଣ୍ଣ ପଦକ ଜିତିଲା ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର

ଭୁବନେଶ୍ୱର: ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର ଅଲ-ଓଡିଶା ଇଣ୍ଟର କ୍ଲବ ଭାରୋତ୍ତୋଳନ ଚାମ୍ପିଅନସିପରେ ଚାମ୍ପିଅନ ହୋଇଥିଲା ଯାହା ଶୁକ୍ରବାର ଦିନ କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସର ବିଜୁ ପଟ୍ଟନାୟକ ଏଚପିସି ଭାରୋତ୍ତୋଳନ ହଲରେ ଶେଷ ହୋଇଥିଲା। ସ୍ପୋର୍ଟସ...
Cricket

ମ୍ୟାଚ୍ ଖେଳିବା ବେଳେ ଲିୟୋନଙ୍କ ଡାହାଣ ପାଦରେ ଲାଗିଲା ଆଘାତ; ଅପଡେଟ ଦେଲେ ଷ୍ଟିଭ୍ ସ୍ମିଥ୍

Odisha Sports Bureau
ନୂଆଦିଲ୍ଲୀ: ଲାଡର୍ସରେ ଚାଲିଥିବା ଏଶେଜ ସିରିଜର ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡର ଇନିଂସର ୩୭ ତମ ଓଭରରେ ନାଥନ୍ ଲିଅନ୍ ଆହତ ହୋଇଥିଲେ। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ନାଥନ୍ ଲିଓନଙ୍କ ଆଘାତ...