୧୦୫ ବର୍ଷୀୟ ବୃଦ୍ଧାଙ୍କ କମାଲ: ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଅନସିପରେ କଲେ ରେକର୍ଡ
ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଅନସିପରେ ରେକର୍ଡ କରିଛନ୍ତି ୧୦୫ ବର୍ଷୀୟ ବୃଦ୍ଧା । ଅଲବରର ପୂର୍ବ ମହାରାଣୀଙ୍କ ସ୍ମୃତିରେ ଆୟୋଜିତ ଯୁବରାଣୀ ମହେନ୍ଦ୍ରକୁମାରୀ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ...