ଦୃଷ୍ଟିହୀନ ଟି-୨୦ ବିଶ୍ୱକପ : ବାଂଲାଦେଶକୁ ପରାସ୍ତ କରି ତୃତୀୟ ଟାଇଟଲ ହାସଲ କଲା ଭାରତ
ନୂଆଦିଲ୍ଲୀ: ଶନିବାର ଦୃଷ୍ଟିହୀନଙ୍କ ପାଇଁ ଟି-୨୦ ବିଶ୍ୱକପର ଅନ୍ତିମ ମୁକାବିଲାରେ ଭାରତ ବାଂଲାଦେଶକୁ ପରାସ୍ତ କରିଛି । ଏହି ମ୍ୟାଚରେ ଭାରତ ପ୍ରତିଦ୍ୱନ୍ଦୀଙ୍କୁ ୧୨୦ ରନ ବ୍ୟବଧାନରେ ପରାସ୍ତ କରିଛି । ତେବେ ଦୃଷ୍ଟିହୀନ...