Cricketଧୋନୀ ବିରାଟଙ୍କ ନେତୃତ୍ୱକୁ ନେଇ ପୁଣି ଚର୍ଚ୍ଚାOdisha Sports BureauJune 25, 2021 by Odisha Sports BureauJune 25, 20210168 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ବିଶ୍ୱ ଟେଷ୍ଟ ଚମ୍ପିୟନସିପରେ ଭାରତର ପରାଜୟ ପରେ ପ୍ରଶଂସକ ମାନଙ୍କ ମଧ୍ୟରେ ଅସନ୍ତୋଷ ଜୋର ଧରିଛି । ଅନେକ ଲୋକ କେହଲୀଙ୍କ ଅଧିନାୟକତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏଥିସହ...
Cricketରିଜର୍ଭ ଡେରେ ନ୍ୟୁଜିଲାଣ୍ଡ ନାଁରେ ଟ୍ରଫି ରିଜର୍ଭOdisha Sports BureauJune 24, 2021 by Odisha Sports BureauJune 24, 20210181 ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ଆଇସିସିର ବିଶ୍ୱ ଟେଷ୍ଟ ଚମ୍ପିଅନସିପ ଉପରେ କବଜା କରିଛି ନ୍ୟୁଜିଲାଣ୍ଡ ଦଳ । ବର୍ଷା ଏବଂ ଲୋ ଲାଇଟ ଭଳି ଅସୁବିଧାରୁ ଏହି ଐତିହାସିକ ମ୍ୟାଚର ରୋମାଞ୍ଚ ଧିରେ ଧିରେ କମିଥିଲା...
CricketWTC ରେ ବୁମରାହ କଲେ ଏପରି ଭୁଲOdisha Sports BureauJune 22, 2021 by Odisha Sports BureauJune 22, 20210220 ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚମ୍ପିୟନସିପର ପଞ୍ଚମ ଦିନରେ ଘଟିଛି ଏକ ଅଭାବନୀୟ ଘଟଣା । ଆଉ ଏହି ଭୁଲ ହୋଇଚି ଭାରତର ପ୍ରମୁଖ ବୋଲର ତଥା...
CricketWTC ଫାଇନାଲରେ କାର୍ତ୍ତିକଙ୍କ ଡେବ୍ୟୁOdisha Sports BureauJune 21, 2021 by Odisha Sports BureauJune 21, 20210385 ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଇଂଲଣ୍ଡର ସାଉଥହମ୍ପଟନରେ ଟେଷ୍ଟ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ବିଶ୍ୱ ଟେଷ୍ଟ ଚମ୍ପିଅନସିପର ଫାଇନାଲ ମ୍ୟାଚ । ଗଦା ହାସଲ କରିବାକୁ ଉଭୟ ଦଳ ମଧ୍ୟରେ ଚାଲିଛି କଡା ଟକ୍କର । କେବଳ...
Cricketବର୍ଷା ପରେ ପଡିଲା ଐତିହାସିକ ଟସOdisha Sports BureauJune 19, 2021 by Odisha Sports BureauJune 19, 20210184 ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ଖୁବଶୀଘ୍ର ଆରମ୍ଭ ହେବ ବିଶ୍ୱର ଐତିହାସିକ ଟେଷ୍ଟ ମ୍ୟାଚ । ପଡ଼ିଲା ଐତିହାସିକ ଟସ । ତେବେ ଏହି ଟସ ନ୍ୟୁଜିଲାଣ୍ଡ ସପକ୍ଷରେ ପଡିଛି ଏବଂ ଅଧିନାୟକ କେନ ୱିଲିଆମସନ ଟସ...
Cricketବିଶ୍ୱ ଟେଷ୍ଟ ଚମ୍ପିଅନସିପକୁ ଘେରିଲା କଳା ବାଦଲOdisha Sports BureauJune 18, 2021 by Odisha Sports BureauJune 18, 20210551 ସାଉଥହମ୍ପଟନ(ଓଡିଶା ସ୍ପୋର୍ଟର୍ସ): ବିଶ୍ୱ ଟେଷ୍ଟ ଚମ୍ପିଅନସିପର ଫାଇନାଲ ମ୍ୟାଚକୁ ଢାଙ୍କିଛି ବର୍ଷାର କଳାବାଦଲ । ଫାଇନାଲ ମ୍ୟାଚର ଆଗାମୀ ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ଆଜି ଏହି ଫାଇନାଲ ମ୍ୟାଚର ଆରମ୍ଭ...
Cricketକନସେଣ୍ଟ୍ରେଟର୍ସ ଯୋଗାଇଲେ ଗବ୍ବରOdisha Sports BureauMay 15, 2021June 25, 2021 by Odisha Sports BureauMay 15, 2021June 25, 20210257 ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଦେଶକୁ କବଳିତ କରିଥିବା ମହାମାରୀ କୋରୋନା ପାଇଁ ସବୁଆଡ଼େ ହାହାକାର ପଡ଼ିଛି । ଏଭଳି ସଙ୍କଟ ସମୟରେ ଅକ୍ସିଜେନର ଅଭାବ ଦେଶବାସୀ ଏବଂ ସରକାରଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼...
Cricketଶ୍ରୀଲଙ୍କା ଗସ୍ତରେ ଯିବେ ନାହିଁ ବିରାଟ ରୋହିତOdisha Sports BureauMay 10, 2021 by Odisha Sports BureauMay 10, 20210211 ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟର୍ସ): ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଦଳ । ଏହି ଗସ୍ତରେ ତିନୋଟି ଦିନିକିଆ ଏବଂ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ତେବେ ଏହି ଟୁର ପାଇଁ...
Cricketଶେଷ ଦିନିକିଆ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆOdisha Sports BureauOctober 31, 2018 by Odisha Sports BureauOctober 31, 201801337 ଭାରତୀୟ ଟିମ୍ ଗୁରୁବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ମ ତଥା ଶେଷ ଦିନିକିଆ ଖେଳିବ। ଏହି ମ୍ୟାଚ ଜିତି ଭାରତ ଶୃଙ୍ଖଳାକୁ ୩-୧ରେ ଶେଷ କରିବାକୁ ଲକ୍ଷ୍ୟ ରଖିବ। ଥିରୁବନନ୍ତପୁରମସ୍ଥିତ ୟୁନିଭରସିଟି ଷ୍ଟାଡିୟମରେ ଦିନିକିଆ ମୁକାବିଲା...