Cricketବିଶ୍ୱକପ ପୁର୍ବରୁ ବିରାଟ କହିଲେ ମୋଠାରୁ କିଛି ଆଶା ରଖନିOdisha Sports BureauOctober 4, 2023 by Odisha Sports BureauOctober 4, 20230112 ମୁମ୍ବାଇ : ରାତି ପାହିଲେ ଦୁଲୁକିବ ଷ୍ଟାଡିୟମ । ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ମହାକୁମ୍ଭ । ଛକା ଚଉକାରେ କମ୍ପିବ ଷ୍ଟାଡିୟମ । ତେବେ ବିଶ୍ୱକପ ପୂର୍ବରୁ କୋହଲିଙ୍କ ଗୋଟିଏ ପୋଷ୍ଟ ସୋସିଆଲ...
Cricketପୂଜାରେ ଟ୍ରାଡିସନାଲ ଲୁକରେ ନଜର ଆସିଲେ ବିରାଟ ଅନୁଷ୍କାOdisha Sports BureauSeptember 20, 2023September 20, 2023 by Odisha Sports BureauSeptember 20, 2023September 20, 2023099 ସାରା ଦେଶରେ ମଙ୍ଗଳବାର ପାଳିତ ହୋଇଛି ଗଣେଶ ପୂଜା । ଗଣେଶ ପୂଜାର ଝଲକ ବଳଇୁଡ ସେଲିବ୍ରିଟିଙ୍କ ଘରେ ଦେଖିବାକୁ ମିଳିଛି । ଅନେକ ତାରକା ବାପ୍ପାଙ୍କୁ ନିଜ ଘରେ ସ୍ୱାଗତ କରିଛନ୍ତି ।...
Cricketଫିଲ୍ଡିଂ ବେଳେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ନାଚିଲେ ବିରାଟ , ଭିଡିଓ ଭାଇରାଲOdisha Sports BureauSeptember 14, 2023September 14, 2023 by Odisha Sports BureauSeptember 14, 2023September 14, 20230101 ବିରାଟ କୋହଲି ମଇଦାନରେ ଭିନ୍ନ ମୁଡରେ ରୁହନ୍ତି । ବ୍ୟାଟିଙ୍ଗ ବେଳେ ଆକାରତ୍ମକ ମୁଡ ଏବଂ ଫିଲ୍ଡିଂ କରୁଥିବା ସମୟରେ ମସ୍ତି ମୁଡରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଆଉ ଭାରତ-ଶ୍ରୀଲଙ୍କା ମ୍ୟାଚରେ...
Cricketରୋହିତଙ୍କ ସୁପର କ୍ୟାଚ ଦେଖି କୁଣ୍ଢାଇଲେ କୋହଲିOdisha Sports BureauSeptember 13, 2023 by Odisha Sports BureauSeptember 13, 20230118 ଏସିଆ କପ ସୁପର-୪ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୪୧ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚରେ ରୋହିତ ଶର୍ମା ଏଭଳି ଏକ କ୍ୟାଚ ଧରିଥିଲେ, ଯାହା ପରେ ବିରାଟ କୋହଲି ଦୌଡି...
Cricketପାକିସ୍ତାନକୁ ୩୫୭ ରନର ଟାର୍ଗେଟ ,ବିରାଟ କେ.ଏଲ ରାହୁଲଙ୍କ ଦମସାର ଶତକOdisha Sports BureauSeptember 11, 2023September 11, 2023 by Odisha Sports BureauSeptember 11, 2023September 11, 20230133 ପାକିସ୍ତାନକୁ ଟାର୍ଗେଟ ଦେଇଛି ଭାରତ । ଆଜି ଖେଳାଯାଇଛି ରବିବାର ବାକିରହିଥିବା ଭାରତ ପାକିସ୍ତାନର ମ୍ୟାଚ । ଦିନ ୨ଟାରୁ ଆରମ୍ଭ ହୋଇଥିଲା ମ୍ୟାଚ । କିନ୍ତୁ ମ୍ୟାଚ ଆରମ୍ଭରେ ବର୍ଷ ହେଉଥିଲା ।...
Cricketଏସିଆ କପରେ ବିରାଟଙ୍କ ନୂଆ ହେୟାର କଟOdisha Sports BureauAugust 29, 2023 by Odisha Sports BureauAugust 29, 20230102 ଏସିଆ କପ ପୂର୍ବରୁ ବିରାଟଙ୍କ ନୂଆ ଲୁକ ଦେଖିବାକୁ ମିଳିଛି । ନୁଆ ହେୟାର କଟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୋହଲି ନିଜ ଇନଷ୍ଟା ଷ୍ଟୋରୀ ରେ...
Cricketୟୋ-ୟୋ ଟେଷ୍ଟ ସ୍କୋର କରିବା ବିରାଟଙ୍କୁ ପଢିଲା ମହଙ୍ଗାOdisha Sports BureauAugust 25, 2023 by Odisha Sports BureauAugust 25, 20230134 ବିରାଟଙ୍କ ଉପରେ ନାରାଜ ହେଲେ ବିସିସିଆଇ । ତକ କାଲି ବିରାଟ ୟୋ ୟୋ ଟେଷ୍ଟ ସ୍କୋରକୁ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ବିରାଟଙ୍କ ଏଭଳି କରିବା ଦ୍ୱାରା ବିସିସିଆଇ ପସନ୍ଦ କରିନାହାଁନ୍ତି ।...
Cricketସୁରତର ଜଣେ ବ୍ୟବସାୟୀ ବିରାଟଙ୍କୁ ଉପହାରରେ ଦେବେ ହୀରା ବ୍ୟାଟOdisha Sports BureauAugust 22, 2023 by Odisha Sports BureauAugust 22, 20230143 ନିକଟରେ ବିରାଟଙ୍କୁ ୧୫ ବର୍ଷ ପୂରିଛି । ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟଙ୍କ ଫ୍ୟାନ୍ ଫଲୋଇଂ ଆକାଶଛୁଆଁ। ତେଣୁ ଫ୍ୟାନ୍ସ ବିରାଟଙ୍କ ପାଇଁ କେତେ ବେଳେ କିଛି ବି କରିପାରନ୍ତି । ଏମିତି ଜଣେ...
Cricketଆଜିର ଦିନରେ ଡେବ୍ୟୁ କରିଥିଲେ ବିରାଟ,ଆନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୧୫ ବର୍ଷOdisha Sports BureauAugust 18, 2023August 18, 2023 by Odisha Sports BureauAugust 18, 2023August 18, 20230126 ଆନ୍ତର୍ଜାତୀୟ କ୍ରିକେଟରେ କିଙ୍ଗ କୋହଲିଙ୍କ ୧୫ ବର୍ଷ ପୂରିଛି । ଅର୍ଥାତ ଆଜର ଦିନରେ କିଭ୍ଗ କୋହଲି ୧୫ ବର୍ଷ ତଳେ ଆନ୍ତର୍ଜାତୀୟ କ୍ରିକେଟରେ ଏଣ୍ଟ୍ରି କରିଥିଲେ ।୨୦୦୮ ମସିହା ଅଗଷ୍ଟ ମାସ ୧୮...
Cricketଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ଜଣାଶୁଣା ସମ୍ବାଦପତ୍ର ସଂସ୍ଥା ଉପରେ ବର୍ଷିଛନ୍ତିOdisha Sports BureauAugust 16, 2023 by Odisha Sports BureauAugust 16, 20230107 ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ଜଣାଶୁଣା ସମ୍ବାଦପତ୍ର ସଂସ୍ଥା ଉପରେ ବର୍ଷିଛନ୍ତି । ଏହି ଖବରକାଗଜରେ ତାଙ୍କ ଉପରେ ମିଛ ଖବର ଛପା ହୋଇଛି । ଏନେଇ ଶ୍ୱର ଉଠାଇଛନ୍ତି କୋହଲି...