Cricket

ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ,ବିରାଟ କେ.ଏଲ ରାହୁଲଙ୍କ ଦମସାର ଶତକ

ପାକିସ୍ତାନକୁ ଟାର୍ଗେଟ ଦେଇଛି ଭାରତ । ଆଜି ଖେଳାଯାଇଛି ରବିବାର ବାକିରହିଥିବା ଭାରତ ପାକିସ୍ତାନର ମ୍ୟାଚ । ଦିନ ୨ଟାରୁ ଆରମ୍ଭ ହୋଇଥିଲା ମ୍ୟାଚ । କିନ୍ତୁ ମ୍ୟାଚ ଆରମ୍ଭରେ ବର୍ଷ ହେଉଥିଲା । ବର୍ଷା ଛାଡିବା ପରେ । ଭାରତୀୟ ଦଳ ଅସମାପ୍ତ ଇନିଂସରୁ ଅର୍ଥାତ ଅଧା ପାଳିରୁ ଖେଳ ଆରମ୍ଭ କରିଛି । ବିରାଟ କୋହଲି ଓ କେ.ଏଲ ରାହୁଲ ଶତକ ହାସଲ କରିଛନ୍ତି । ବିରାଟ କୋହଲ ୯୪ ବଲରେ ୧୨୨ କରିଥିବା ବେଳ କେ. ଏଲ ରାହୁଲ ୧୦୬ ବଲରେ ୧୧୧ ରନ କରିଛନ୍ତି । ଦଳକୁ କେଏଲ ରାହୁଲ ଦମଦାର କମ ବ୍ୟାକ କରିଛନ୍ତି ।

ରବିବାର ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ୨୪.୧ ଓଭରରେ ୨ୱିକେଟ ହରାଇ ୧୪୭ରନ କରିଥିଲା । କଲମ୍ବୋରେ ପ୍ରବଳ ବର୍ଷା ହେବା ଯେଗୁ ଖେଳ ସ୍ଥଗିତ ରହିଥିଲା ।

 

Related posts

ଧୋନିଙ୍କୁ ମିଳିପାରେ ବଡ଼ ଦାୟିତ୍ବ !

Odisha Sports Bureau

ଭିଭିଏସ୍ ଲକ୍ଷ୍ମଣ ୧୮ ବର୍ଷ ପରେ ଖୋଲିଲେ ରହସ୍ୟ, କଲିକତାର ୨୮୧ ରନ୍ କୁ ନୁହେଁ ଏହି ପାରିକୁ କହିଥିଲେ ମୁଖ୍ୟ

Odisha Sports Bureau

ଟି୨୦ ବିଶ୍ୱକପ୍ ପରେ ଅର୍ଶଦୀପଙ୍କୁ ଲାଗିଲା ଝଟକା

Odisha Sports Bureau