Cricket

ୱେଷ୍ଟଇଣ୍ଡିଜକୁ ୭ ୱିକେଟ ରେ ପଛରେ ପକାଇ ଜିତିଲା ଟିମ ଇଣ୍ଡିଆ

ବ୍ୟୁରୋ: ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଭାରତ ବିଜୟ । ଏହି ବଜୟ ଭାରତିୟଙ୍କ ମନରେ ଆଶା ବଢାଇଛି । ୱେଷ୍ଟଇଣ୍ଡିଜକୁ ୱିକେଟରେ ହରାଇ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି ଟିମ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ଜବରଦସ୍ତ ବ୍ୟାଟିଂ ରେ ଏହି ମ୍ୟାଚରେ ଭାରତ ବିଜୟ କରିଛି । ୧୬୦ ଟାର୍ଗେଟ ଦେଇଥିଲା ୱେଷ୍ଟଇଣ୍ଡିଜ ଟିମ ।ସୂର୍ୟ୍ୟ କୁମାର ୮୩ ରନ କରିଥିବା ବେଳେ ତିଲକ ବର୍ମା ୪୯ ରନ କରିଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ ଟିମ । ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୫୯ ରନ କରିଥିଲା ୱେଷ୍ଟଇଣ୍ଡିଜ । ଜବାବରେ ଭାରତ ମାତ୍ର ୧୭.୫ ଓଭରରେ ମାତ୍ର ୩ ୱିକେଟ ହରାଇ ବିଜୟ ଲାଗି ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା।

Related posts

‘ଆଡିଡାସ’ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନୂଆ ଜର୍ସି ପ୍ରଦର୍ଶିତ କରାଯାଇଛି

Odisha Sports Bureau

ଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମଧ୍ୟରେ ଟକ୍କର

Odisha Sports Bureau

ଭାରତକୁ ୩୩୮ ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ

Odisha Sports Bureau