Cricket

ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ବିସିସିଆଇ

ଅପେକ୍ଷାର ଅନ୍ତ ହେଲା । ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା ।୧୫ ଜଣିଆ ଦଳ ଘୋଷଣା କଲା ବିସିସିଆଇ ।ଭାରତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କାଣ୍ଡିରେ ପ୍ରେସମିଟ୍ ଜରିଆରେ ସମସ୍ତ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିଛି ।

ଟିମରେ ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଧିକ ପାଣ୍ଡ୍ୟା (ଉପଅଧିନାୟକ) ବିରାଟ କୋହଲି,ଶୁଭମନ ଗିଲ୍,ଇଶାନ କିଶାନ, ଶ୍ରେୟସ ଆୟର, ଅକ୍ଷର ପଟେଲ, ଯଶପ୍ରୀତ ବୁମରା,ରବିନ୍ଦ୍ର ଜାଡେଜା,ଶାର୍ଦ୍ଦୁଲ ଠାକୁର,କେ.ଏଲ୍ ରାହୁଲ,କୁଲଦୀପ ଯାଦବ,ମହମ୍ମଦ ସାମି,ସିରାଜ ଟି ଟ୍ୱେଣ୍ଟି ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର ଯାଦବ ସାମିଲ ।

ଭେଟେରାନ ଆର୍.ଅଶ୍ୱିନଙ୍କୁ ମିଳିଲାନି ସୁଯୋଗ

Related posts

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶୁଭମନ, ଗୌହାଟୀ ଟେଷ୍ଟ ଖେଳିବାର ସମ୍ଭାବନା କମ ; ରିଷଭ ପନ୍ତଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯିବ କି?

Odisha Sports Bureau

କ୍ରିକେଟ ଦୂନିଆରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବାପ-ପୁଅ ଯୋଡ଼ି

Odisha Sports Bureau

ରଣ୍‌ଜୀ ମ୍ୟାଚ୍‌: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ଇନିଂସ ବିଜୟ

Odisha Sports Bureau