Cricket

ସେପ୍ଟେମ୍ବର ୧୦, ଭାରତ-ପାକିସ୍ତାନ ମୁହାଁମୁହିଁ

ବର୍ଷା ବାଧକ ସତ୍ୱେ ଗତ କାଲିର ମ୍ୟାଚରେ ନେପାଳକୁ ୧୦ ୱିକେଟରେ ହରାଇଛି ଭାରତ । ସୁପର-୪ରେ ପ୍ରବେଶ କରଛି ଭରତ । ପ୍ରବେଶ କରିବା ଫଳରେ ଆସନ୍ତା ରବିବାର ଭାରତ ପାକିସ୍ତାନ ମଧ୍ୟରେ ଆଉ ଏକ ମ୍ୟାଚ ଦେଥିବାକୁ ମିଳିବ ।

୨ ମ୍ୟାଚରୁ ୩ ପଏଣ୍ଟ ପାଇଥିବା ଭାରତ ଗ୍ରୁପ୍ ‘ଏ’ରେ ଦ୍ୱିତୀୟ ଦଳ ଭାବେ ସୁପର୍-୪ରେ ପ୍ରବେଶ କରିଛି। ଏହି ଗ୍ରୁପ୍ରେ ପାକିସ୍ତାନ ଶୀର୍ଷରେ ରହିଛି । ଅନ୍ୟପକ୍ଷରେ ନେପାଳ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ସେହିପରି ଏସିଆ କପ ସୁପର ୪ ରେ ଭାରତ ସ୍ଥାନ ପାଇବା ସହ ପାକିସ୍ତାନ ବିପକ୍ଷରେ ଆଉ ଏକ ବ୍ଲକବଷ୍ଟର ମୁକାବିଲା କରିବାକୁ ଯାଉଛି ।

Related posts

ଆଇସିସି ମାସିକ ପୁରଷ୍କାର ପାଇବେ ଟିମ୍ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍

Odisha Sports Bureau

କ୍ରିକେଟକୁ ବାଏ ବାଏ କଲେ ବନିତା

Odisha Sports Bureau

କେରିବିୟନ ପ୍ରମିୟର ଲିଗରେ ରସେଲଙ୍କୁ ଚୋଟ

Odisha Sports Bureau