Cricket

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଟିମ

ୱେଷ୍ଟଇଣ୍ଡିଜ ବିପକ୍ଷ ୫ଟିକିଆ ଟି-୨୦ ସିରିଜ ପାଇଁ ଭାରତୀୟ ଟିମର ଘୋଷଣା କରିଛି ବିସିସିଆଇ । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାବେ ନେତୃତ୍ୱ ନେବେ । ୱିକେଟ କିପର ଭାବେ ଖେଳିବେ ଇଶାନ କିଶାନ ଓ ସଞ୍ଜୁ ସାମସନ ।

ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଶୁବମନ ଗିଲ୍, ୟଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ସୂର୍ୟ୍ୟ କୁମାର ଯାଦବ, ଅକ୍ଷର ପଟେଲ, ଯୁଜୁବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋୟୀ, ଅର୍ଶଦୀପ ସିଂ, ଉମ୍ରାନ ମଲ୍ଲିକ, ଆଭେଶ ଖାନ୍, ମୁକେଶ କୁମାର । ୧୫ ଜଣିଆ ଟିମ୍ ଘୋଷଣା କରାଯାଇଛି । ଅଗଷ୍ଟ ୩ ତାରିଖରୁ ଟି-୨୦ ସିରିଜ ଖେଳାଯିବ । ଟି-୨୦ ପୂର୍ବରୁ ଖେଳାଯିବ ଟେଷ୍ଟ ଓ ଓ୍ଵାନଡେ ।

Related posts

ବିରାଟଙ୍କ ଇନଷ୍ଟାଗ୍ରାମ ଫଲୋଅର ୫୦ ନିୟୁତ

Odisha Sports Bureau

ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଟେଷ୍ଟ ଓ ଦିନିକିଆରୁ ବାଦ ପଡିଛନ୍ତି ପୂଜାର – ସଞ୍ଜୁ

ଆସିଲା ଟାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳସୂଚୀ : ଫେବୃଆରୀ ୨୩ରେ ଭାରତ – ପାକିସ୍ତାନ ମ୍ୟାଚ

Odisha Sports Bureau