Cricket

ରେଖାଙ୍କୁ ଝୁରୁଛି ଭାଇଜାଗର ସମୁଦ୍ର କୂଳ ,ନିରାଶ ହୋଇ ଫେରିଲେ ଲୋକେ

ଭାରତ ଅଷ୍ଟ୍ରେଲିୟା ଫାଇନାଲ ମ୍ୟାଚ ପୂର୍ବରୁ ଜଣେ ଅଭିନେତ୍ରୀଙ୍କ ବୟାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା । ଯଦି ଭାରତ ମ୍ୟାଚ ଜିତିବ ସେ ଉଳଗ୍ନ ହୋଇ ଭାଇଜାଗର ସମୁଦ୍ର କୂଳକଳରେ ନାଚିବେ । ଏପରି କହିଥିଲେ ତାମିଲ ଅଭିନେତ୍ରୀ ରେଖା ବୋଜ । ରେଖା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ , ଯଦି ଭାରତ ଜିତେ ତେବେ ସେ ଭାଇଜାଗ ସମୁଦ୍ର କୂଳରେ ଉଳଗ୍ନ ହେବେ । ତାମିଲ ଅଭିନେତ୍ରୀ ରେଖା ବୋଜଙ୍କ ବୟାନ ପରେ ସେ ଖୁବ ଭାଇରାଲ ହୋଇଥିଲେ ।ତାଙ୍କର ଏହି ପୋଷ୍ଟ ପାଇଁ ଖୁବ ସମାଲୋଚନା କରାଯାଇଛି । ରେଖାଙ୍କ ପୋଷ୍ଟ ପରେ ଲୋକଙ୍କ ଭିଡ ଭାଇଜାଗ ସମୁଦ୍ର କୂଳରେ ଜମିଥିଲା । ଦର୍ଶକ ଖେଳ ଦେଖିବାଠୁ ଅଧିକ ଗୁରୁତ୍ୱ ରେଖାଙ୍କ ଉଳଗ୍ନ ହେବା ଉପରେ ଦେଇଥିଲେ । ବହୁ ସସୟ ଅପେକ୍ଷା ପରେ ମଧ୍ୟ ରେଖା ଆସିନଥିଲେ । ଶେଷରେ ନିରାସ ହୋଇ ଫେରିଥିଲେ ଲୋକେ । କାରଣ ଭରତ ମ୍ୟାଚ ହାରି ଯାଇଥିଲା ତେଣୁ ରେଖା ଭାଇଜାଗ ସମୁଦ୍ର କୂଳକୁ ଆସିନଥିଲେ ।

Related posts

ଭାରତୀୟ ଦଳକୁ କଡା ଟକ୍କର ଦେବ ୱେଷ୍ଟଇଣ୍ଡିଜ ଦଳ

‘ଟସ୍’ ଜିତିବା ପରେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛ ଶ୍ରୀଲଙ୍କା

Odisha Sports Bureau

ଓଡିଆ ଖେଳାଳୀଙ୍କ ଘରବାହୁଡା

Odisha Sports Bureau

Leave a Comment