Cricket

ସ୍ଥଗିତ ହେଲା ଚଳିତ ବର୍ଷ ଆଇପିଏଲ

ନୂଆଦିଲ୍ଲୀ(ରିପୋଟର୍ସ ଟୁଡେ): ସାରା ଦେଶରେ କୋରୋନା ମହାମାରୀକୁ ନେଇ ସୃଷ୍ଟି ହୋଇଛି ଭୟଙ୍କର ପରିସ୍ଥିତି । ଚଳଚ୍ଚିତ୍ର ଜଗତରୁ ସାମ୍ବାଦିକତା ଜଗତ ଏବଂ ଏବେ କ୍ରୀଡା ଜଗତରେ ପାଦ ଥାପିଛି ଏହି ମହାମାରୀ । ଚଳିତ ଆଇପିଏଲ ସିଜନରେ ଗତକାଲି ଐକାଧିକ ଖେଳାଳୀ କୋରୋନାରେ ଅକ୍ରାନ୍ତ ହେବାରୁ ଚଳିତ ବର୍ଷ ଆଇପିଏଲକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ ଏନଆଇକୁ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି ।

Related posts

ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆରେ ଜିତିଲା ଭାରତ

Odisha Sports Bureau

ଆଜି ବି ଭାରତୀୟଙ୍କ ମନରେ ଅଭୁଲା ହୋଇ ରହିଛି ୧୯ ନଭେମ୍ବର

Odisha Sports Bureau

ମହିଳା ଟ୍ବେଣ୍ଟି-୨୦, ଓଡ଼ିଶାର ଚତୁର୍ଥ ବିଜୟ

Odisha Sports Bureau