Cricket

ଭାରତ-ନେପାଳ ମ୍ୟାଚ: ଟସ ଜିତ ଭାରତ ବୋଲିଂ ନିସ୍ପତି

ଆଜି ଭାରତ ନେପାଳ ମଧ୍ୟରେ ଲଢେଇ । ଏଥି ପାଇଁ କ୍ରିକେଟ ପ୍ରେମୀଙ୍କ ମନରେ ବେଶ ଉତ୍ସାହ ଭରି ରହିଛି । ଏହି ମ୍ୟାଚରେ ଯିଏ ଜିତିବ ସେ ସୁପର ଫୋରକୁ ଯିବ । ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବା ନିସ୍ପତି ନେଇଛି । ନେପାଳ ଟିମ ଭାରତୀୟ ଟିମ ଭଳି ଶକ୍ତିଶାଳୀ ନୁହେଁ । ତେଣୁ ଭାରତ ଜିତିବାର ଅଧିକ ଆଶଂକା ରହିଛି ।

ଗତ ଶନିବାର ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ଉଭୟ ଦଳ ଗୋଟିଏ ଲେଖାଏ ପଏଣ୍ଟ ଭାଗ କରିଛନ୍ତି । ଫଳରେ ପାକିସ୍ତାନ ଦଳ ୩ ପଏଣ୍ଟ ସହ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆଜି ଭାରତ ଜିତିଲେ ସିଧାସଖଳ ୩ ପେଣ୍ଟ ସହ ସୁପର-୪କୁ ଯିବ ।

Related posts

ଟି- ୨୦ ସିରିଜରୁ ବାଦ ପଡିଲେ ଶ୍ରୀଲଙ୍କା ବୋଲର ନୂଆନ ତୁଷାର

ଏଥର ବିଶ୍ବକପ୍ ରେ ଡିଜନି ପ୍ଲସ ହଟଷ୍ଟାର ଆପ୍ ରେ ସମସ୍ତ ମ୍ୟାଚ୍ ଗୁଡ଼ିକୁ ମାଗଣାରେ ପ୍ରସାରିତ କରାଯିବାକୁ ଘୋଷଣା

Odisha Sports Bureau

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲା ରୋୟଲ୍ସ

Odisha Sports Bureau