Cricket

ବିଶ୍ୱକପ ପରେ ଦିନିକିଆରୁ ଅବସର ନେବେ ଗେଲ

(ଓଡିଶା ସ୍ପୋର୍ଟ): ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ବିଶ୍ବକପ ପରେ ଦିନିକିଆ କ୍ରିକେଟରୁ ଅବସର ନେବେ। ଗେଲ ରବିବାର ଟ୍ବିଟରରେ ଏହି ଘୋଷଣା କରିଛନ୍ତି। ତାଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୨୧୫।

ଗେଲ ୱେଷ୍ଟଇଣ୍ଡିଜ ପକ୍ଷରୁ ସର୍ବାଧିକ ଦିନିକିଆ ଶତକ (୨୩) ଅର୍ଜନ କରିଛନ୍ତି। ସେ ମଧ୍ୟ ୫୦ ଓଭରିଆ କ୍ରିକେଟ୍ରେ ୱେଷ୍ଟଇଣ୍ଡିଜର ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ। ଏହି କ୍ରମରେ ବ୍ରାଏନ୍ ଲାରା (୧୦୪୦୫) ପ୍ରଥମ ସ୍ଥାନରେ ଥିଲା ବେଳେ ଗେଲ୍ (୯୭୨୭) ତାଙ୍କ ପଛକୁ ରହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ଛକା (୪୭୬) ମାରିବାର କୀର୍ତ୍ତିମାନ ମଧ୍ୟ ତାଙ୍କ ନାଁରେ ରହିଛି। ଗେଲ୍ ୨୮୪ ଦିନିକିଆ ଖେଳି ୨୩ ଶତକ ଏବଂ ୪୯ ଅର୍ଧଶତକ ବଳରେ ୯ ହଜାରରୁ ଅଧିକ ରନ୍ କରିଥିଲା ବେଳେ

Related posts

ଭାରତ-ଇଂଲଣ୍ଡ ଟି୨୦ ସିରିଜ୍‌: ବିଜୟ ହେଲା ଟିମ୍ ଇଣ୍ଡିଆ

ଆଫଗାନିସ୍ତାନକୁ ପରାସ୍ତ କରି ସେମିଫାଇନାଲ ଲକ୍ଷରେ ଅଷ୍ଟ୍ରେଲିଆ

Odisha Sports Bureau

ଗେଲ୍‌ଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ପରାସ୍ତ