Cricket

ଫିଲ୍ଡିଂ ବେଳେ ‘ଲୁଙ୍ଗି ଡ୍ୟାନ୍ସ’ ଗୀତରେ ନାଚିଲେ ବିରାଟ , ଭିଡିଓ ଭାଇରାଲ

ବିରାଟ କୋହଲି ମଇଦାନରେ ଭିନ୍ନ ମୁଡରେ ରୁହନ୍ତି । ବ୍ୟାଟିଙ୍ଗ ବେଳେ ଆକାରତ୍ମକ ମୁଡ ଏବଂ ଫିଲ୍ଡିଂ କରୁଥିବା ସମୟରେ ମସ୍ତି ମୁଡରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଆଉ ଭାରତ-ଶ୍ରୀଲଙ୍କା ମ୍ୟାଚରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଭିଡିଓରେ ବିରାଟ କୋହଲି ଶାହରୁଖ ଖାନଙ୍କ ଗୀତ ଲୁଙ୍ଗି ଡ୍ୟାନ୍ସରେ ନାଚୁଥିବା ଦେଖିବାକୁ ମିଳିଛନ୍ତି । ଏସିଆ କପର ସୁପର-୪ରେ ଭାରତ-ଶ୍ରୀଲଙ୍କା ମ୍ୟାଚରେ କୋହଲି ଫିଲ୍ଡି ସମୟରେ ଷ୍ଟାଡିୟମରେ ଶାହରୁଖ ଖାନଙ୍କ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସର ଗୀତ ଲୁଙ୍ଗି ଡ୍ୟାନ୍ସ ବାଜିଥିଲା । ଆଉ ଗୀତ ବାଜିବା ପରେ ନିଜକୁ ନିୟନ୍ତ୍ରଣରେ ରଖିପାରିନଥିଲେ କୋହଲି । କୋହଲି ମଧ୍ୟ ଗୀତର ତାଳେ ତାଳେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । କୋହଲିଙ୍କ ଡ୍ୟାନ୍ସ ଦେଖି ଷ୍ଟାଣ୍ଡରେ ବସିଥିବା ଦର୍ଶକ ଚିତ୍କାର କରିବା ଆରମ୍ଭ କରିଥିଲେ । କୋହଲିଙ୍କ ଏହି ଡ୍ୟାନ୍ସ ଭିଡିଓ ଭାଇରଲ ହେବାରେ ଲାଗିଛି ।

Related posts

ବିରାଟ, କୋହଲିଙ୍କ ସମେତ ୧୧ ଖେଳାଳି T20 ବିଶ୍ଵକପରୁ ବାହାର

Odisha Sports Bureau

କ୍ରିକେଟ୍ ବିଶ୍ବକପ୍‌ରେ ଭାରତୀୟ କ୍ରିକେଟ୍ ଦଳର ଅପରାଜେୟ ଯାତ୍ରା ଜାରି

Odisha Sports Bureau

ଲାଇଭ ମ୍ୟାଚରେ କାହିଁକି କମେଣ୍ଟ୍ରି ଛାଡି ହଠାତ୍ ଉଠିଆସିଲେ ସୁନୀଲ ଗାଭାସ୍କର?

Odisha Sports Bureau