Cricket

ଅଷ୍ଟ୍ରେଲିଆ ମହିଳା ଟିଭି ସାମ୍ବାଦିକାଙ୍କ ସହ ବିରାଟ କୋହଲୀଙ୍କ ଯୁକ୍ତିତର୍କ

ଭାରତୀୟ କ୍ରିକେଟର ବିରାଟ କୋହଲୀ ମେଲବର୍ଣ୍ଣ ପହଞ୍ଚିବା ପରେ ଜଣେ ଅଷ୍ଟ୍ରେଲିଆ ମହିଳା ଟିଭି ସାମ୍ବାଦିକାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବକ୍ସିଙ୍ଗ ଡେ ଟେଷ୍ଟ ପୂର୍ବରୁ ମେଲବର୍ଣ୍ଣରେ ବିରାଟ କୋହଲୀଙ୍କର ଜଣେ ସାମ୍ବାଦିକାଙ୍କ ସହ ଯୁକ୍ତିତର୍କ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ବିରାଟ ହଠାତ୍‌ କାହିଁକି ରାଗି ଗଲେ? ଏହାର କାରଣ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିରାଟଙ୍କ ପରିବାର ଫଟୋ ଓ ଭିଡିଓ ନେବାରୁ ସେ ଅସନ୍ତୁଷ୍ଟ ହୋଇଥିବା କୁହାଯାଉଛି ।
ବିରାଟ ନିଜ ପତ୍ନୀ ଅନୁଷ୍କା ଶର୍ମା, ଶିଶୁ ଭାମିକା, ଅକାୟ କୋହଲୀଙ୍କ ସହ ମେଲବର୍ଣ୍ଣ ବିମାନବନ୍ଦରରେ ପହଞ୍ଚିଥିଲେ । ସେହି ସମୟରେ ଅଷ୍ଟ୍ରେଲିଆର ଜଣେ ସାମ୍ବାଦିକା ତାଙ୍କ ଭିଡିଓ କରିଥିଲେ ।

Related posts

ଇଂଲଣ୍ଡ କ୍ରିକେଟ୍ ବୋର୍ଡର ବଡ ନିଷ୍ପତ୍ତି; ପୁରୁଷ ଖେଳାଳିଙ୍କ ପରି ମହିଳା ଖେଳାଳିମାନେ ମଧ୍ୟ ପାଇବେ ସମାନ ମ୍ୟାଚ୍ ଫି

Odisha Sports Bureau

 ଟ୍ୱେଣ୍ଟି -୨୦ ଶୃଙ୍ଖଳା ହାରିଲା ଭାରତର

Odisha Sports Bureau

ଦିନିକିଆ ବିଶ୍ୱକପ ଲିଷ୍ଟ ଘୋଷଣା କଲା ଆଇସିସି

Leave a Comment