Football

ସନ୍ତୋଷ ଟ୍ରଫିରେ ଦିଲ୍ଲୀର ଦୁଇ ଶ୍ରେଷ୍ଠ ଫୁଟବଲର

(ଓଡିଶା ସ୍ପୋର୍ଟସ): ସନ୍ତୋଷ ଟ୍ରଫି ଖେଳାଳୀ ଆୟୁଷ ଅଧିକାରୀ ଏବଂ ଭାରତୀୟ ଡିଫେଣ୍ଡର ଡାଲିମା ଛିବ୍ୱରଙ୍କୁ କ୍ରମଶଃ ପୁରୁଷ ଏବଂ ମହିଳା ବର୍ଗରେ ଦିଲ୍ଲୀର ବର୍ଷର ଶ୍ରେଷ୍ଠ ଫୁଟବଲର ରୂପେ ବଛା ଯାଇଛି । ଫୁଟବଲ୍ ଦିଲ୍ଲୀ ପ୍ରଥମଥର ପାଇଁ ÷ଆୟୋଜିତ ନିଜର ପୁରଷ୍କାର ସମାରୋହରେ ଅଧିକାରୀ କହିଛନ୍ତି ମୋ ପିତା ମଧ୍ୟ ଜଣେ ଫୁଟବଲ୍ ଖେଳାଳୀ ଥିଲେ । ମୋ ପରିବାରର ସ୍ୱପ୍ନ ଅଛି ସେ ମୋତେ ଏହି ଖେଳରେ ଭଲ ପ୍ରଦର୍ଶନ କରିବାର ଦେଖିବେ । ସଂନ୍ତୋଷ ଟ୍ରଫି ୨୦୧୮-୧୯ରେ ଆୟୁଷ ଦିଲ୍ଲୀ ପାଇଁ ୬ଟି ଗୋଲ୍ କରିଥିଲେ । ଅଣ୍ଡର-୧୬ର ରୁଦ୍ରଂଶ ସିଂହଙ୍କୁ ଯୁବ ଖେଳାଳୀ ସମ୍ମାନ ଦିଆଯାଇଛି, ଯେକେବେଳେ କି ଅଣ୍ଡର-୧୭ର ଉପଅଧିନାୟକ ଅଭିକା ସିଂହଙ୍କୁ ଶ୍ରେଷ୍ଠ ଯୁବ ମହିଳା ଖେଳାଳୀ ଚୟନ କରାଯାଇଛି ।

Related posts

ଆଇଏସଏଲ୍ ୨୦୧୮: ରାହୁଲ ଭେକେଙ୍କ ନିର୍ଣ୍ଣାୟକ ଗୋଲର ସାହାଯ୍ୟରେ ବେଙ୍ଗଲୁରର ବିଜୟ, ପୁଣେ ୨-୧ଗୋଲ୍ ରେ ପରାସ୍ତ

Odisha Sports Bureau

ଲେବାନନ୍କୁ ହରାଇ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଜିତିଲା ଭାରତ; ୧ କୋଟି ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱକପର କ୍ୱାର୍ଟର ଫାଇନାଲରୁ ବିଦାୟ ନେବା ପରେ କୋଚ୍ ପର୍ଣ୍ଣାଡୋ ସାଣ୍ଟୋସ ଇସ୍ତଫା

Odisha Sports Bureau