Cricket

ଆଇପିଏଲ୍ ରୁ ବାଦ ପଡ଼ିଲେ ଷ୍ଟେନ

(ଓଡିଶା ସ୍ପୋର୍ଟ): ୱିନିଂ ଟ୍ରାକକୁ ଫେରାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଡେଲ୍ ଷ୍ଟେନ୍ ଏବେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଯାହା ଆରସିବିକୁ ଚିନ୍ତାରେ ପକାଇଛି । ଷ୍ଟେନ୍ଙ୍କ କାନ୍ଧରେ ଆହତ ଯୋଗୁ ଟିମ ମ୍ୟାନେଜମେଣ୍ଟ ଏଭଳି ନିଷ୍ପତ୍ତି ନେଇଛି।

ଷ୍ଟେନ ଆରସିବି ପକ୍ଷରୁ ମାତ୍ର ୨ଟି ମ୍ୟାଚ ଖେଳିଥିଲେ। ଏହି ଦୁଇଟି ଯାକ ମ୍ୟାଚରେ ସେ ଜବରଦସ୍ତ ପ୍ରଦର୍ଶନ କରିବା ସହ ଦଳକୁ ବିଜୟୀ ମଧ୍ୟ କରାଇଥିଲେ। ଏବେ ଆରସିବି ପ୍ଲେ-ଅଫ ଖେଳିବାକୁ ସଂଘର୍ଷ କରୁଥିବା ବେଳେ ଷ୍ଟେନଙ୍କ ବାଦ ପଡ଼ିବା ଦଳକୁ ଜବରଦସ୍ତ ଝଟକା ଦେଇଛି।

Related posts

ଏସିଆ କପରୁ ବି ବାଦ୍ ପଡିପାରନ୍ତି ଶ୍ରେୟସ ଆୟର

Odisha Sports Bureau

ସିରିଜ୍ ମୂଳ ପୋଛ କଲା ଭାରତ

Odisha Sports Bureau

ଋଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ପରେ ଏହି ତାରକା ଖେଳାଳିଙ୍କ ଛୁଟି ସ୍ଥିର

Odisha Sports Bureau

Leave a Comment