Cricket

ଆଜି ଆରମ୍ଭ ହେଲା ରଣଜୀ ସିଜିନ

ଓଡିଶା ଓ ହରିୟାଣା ମଧ୍ୟରେ ଆଜି କିଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ପ୍ରଥମ ରଣଜି ମ୍ୟାଚ । ଓଡିଶା ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଛି । ଲଚଂ ବ୍ରେକ ସୁଧା ଓଡିଶା ଦୁଇ ୱକେଟ ହରାଇ ୧୧୦ ରନ ସଂଗ୍ରହ କରିଛି ।
ଓଡିଆ ଓପନର ଅନୁରାଗ ସରଙ୍ଗି ୬୯ ରନ କରି ବ୍ୟାଟିଙ୍ଗ କରୁଛନ୍ତି । ସଦିଂପ ପଟ୍ଟନାୟକ ୨୦ ରନ କରି ଓ ଗୋବିନ୍ଦ ପୋଦ୍ଧାର ୧୪ ରନ କରି ଆଉଟ୍ ହେଇଛନ୍ତି । ହରିୟାଣା ଅଧିନାୟକ ମୋହିତ ଶର୍ମା ଓ ପ୍ରଥମ ବୋଲର ଅଜିତ ଚହଲ ଉଭୟ ଗୋଟିଏ ୱକେଟ ନେଇଛନ୍ତି ।

Related posts

ଏସିଆ କପ୍ ଦଳରେ ସ୍ଥାନ ପାଇବେନି ଶ୍ରେୟସ୍ ଆୟର

Odisha Sports Bureau

ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌

Odisha Sports Bureau

ଏହି କ୍ରିକେଟର କରିବେ ଦ୍ୱିତୀୟ ବିବାହ

Odisha Sports Bureau