Cricket

ହରିୟାଣା ବିପକ୍ଷ ରେ ଶତକ ହାସଲ କଲେ ଅନୁରାଗ

ଓଡିଶା ଓ ହରିୟାଣା ମଧ୍ୟରେ ଆଜି କିଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ପ୍ରଥମ ରଣଜି ମ୍ୟାଚ । ଓଡିଶା ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଥିଲା । ଓଡିଆ ଓପନର ଅନୁରାଗ ସରଙ୍ଗି ୧୯୦ ଟି ବଲରେ ୧୧୪ ରନ କରିଛନ୍ତି । ଅନୁରାଗ ୧୭ ଟି ଚଉକା ସାଙ୍ଗକୁ ଦୁଇଟି ଛକା ମାରିଛନ୍ତି ।
ଅନ୍ୟପଟେ ଅନୁରାଗ ଙ୍କ ଛଡା କୌଣସି ଓଡିଆ ଖେଳାଳି ହରିୟାଣା ବୋଲିଙ୍ଗ ସାମନ୍ାରେ ବିଫଳ ହୋଇଛନ୍ତି ି । ଟି- ବ୍ରେକ ସୁଧା ଓଡିଶା ୫ ୱକେଟ ହରାଇ ୧୭୫ ରନ ସଂଗ୍ରହ କରିଛନ୍ତି । ହରିୟାଣା ଅଧିନାୟକ ମୋହିତି ଶର୍ମା ଦୁଇଟି ୱକେଟ ନେଇଛନ୍ତି ଓ ହାର୍ସଲ ପଟ୍ଟଲେ , ଅଜିତ ଚହଲ , ଟିନୁ କୁଣ୍ଡ ଗୋଟିଏ ଲେଖାଏଁ ୱକେଟ ପାଇଛନ୍ତି ।

Related posts

ଅଷ୍ଟ୍ରେଲିଆ ସିରିଜ୍ରେ କ୍ୟାପଟେନ୍ସିକୁ ନେଇ ଅସନ୍ତୋଷ

Odisha Sports Bureau

ଅହମ୍ମଦାବାଦରେ ସାମିଲ ହେଲେ ଦୁର୍ଦ୍ଦାନ୍ତ ଖେଳାଳି

Odisha Sports Bureau

୬ ବର୍ଷ ପୂର୍ବେ ବାପାଙ୍କୁ ଦେଇଥିବା ପ୍ରତିଶୃତି ପାଳନ କଲେ ନିତିଶ

Odisha Sports Bureau