Cricket

ଆଜି ରାଜସ୍ଥାନ-ପଞ୍ଜାବ ମୁହାଁମୁହିଁ

(ଓଡିଶା ସ୍ପୋର୍ଟ): ଆଇପିଏଲର ଦ୍ୱିତୀୟ ଦିନରେ ଋଷଭ ପନ୍ତଙ୍କ କମାଲ । ୨୧୩ ରନର ବିଶାଳ ଲକ୍ଷକୁ ପିଛା କରି ମୁମ୍ବାଇ ମାତ୍ର ୧୭୬ ରନରେ ଅଲଆଉଟ୍ ହୋଇଯାଇଥିଲା । ସେହିପରି କାଲି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ହାଇଦ୍ରାବାଦକୁ ୬ ଓ୍ଵିକେଟରେ ପରାସ୍ତ କରିଛି କୋଲକାତା । ଦଳ ପକ୍ଷରୁ ଓ୍ଵାର୍ଣ୍ଣର ଦମଦାର ୮୫ ହାସଲ କରିଥିଲେ ।

ଆଜି ଆଇପିଏଲର ତୃତୀୟ ଦିନରେ ଗୋଟିଏ ମ୍ୟାଚ ଖେଳାଯିବ । ରାତି ୮ଟାରେ ଜୟପୁରରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ୍ ଢଓ ପଞ୍ଜାବ ମଧ୍ୟରେ ମୁକାବିଲା ହେବ ।

Related posts

ଗୌତମ-ବିରାଟ କଳି ପରେ ନିଜ ଘଟଣାକୁ ମନେ ପକାଇଲେ ହରବଜନ

Odisha Sports Bureau

ଭୁବନେଶ୍ୱରୁ ଭାରତ ଓ ଇଂଲଣ୍ଡ ଖେଳାଳି ନେଇଛନ୍ତି ବିଦାୟ: ଅହମ୍ମଦାବାଦ ଅଭିମୁଖେ କଲେ ଯାତ୍ରା

Odisha Sports Bureau

କ୍ରିକେଟ୍ ବିଶ୍ୱକପ ସେମିଫାଇନାଲରେ ଟିକେଟ୍‌ ମୂଲ୍ୟ ୪୫ ହଜାର !

Odisha Sports Bureau