More Sports

କାଂସ୍ୟ ପଦକରେ ସନ୍ତୁଷ୍ଟ ହେଲେ ମ୍ୟାରୀ

(ଓଡିଶା ସ୍ପୋର୍ଟସ):  ବିଶ୍ୱ ବକ୍ସିଂ ଚାମ୍ପିଆନସିପରେ ଆଜି ୬ ଥରର ଚାମ୍ପିଅନ ବକ୍ସର ଏମସି ମାରିକମ ୫୧ କେଜି ସେମିଫାଇନାଲରେ ପରାସ୍ତ ହୋଇଛନ୍ତି । ଫଳରେ ତାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।
ସେମିଫାଇନାଲରେ ଦ୍ୱିତୀୟ ରାଉଣ୍ଡରେ ତୁର୍କୀର ବୁସେନାଜ ସାକିରୋଗ୍ଲୁଙ୍କ ଠାରୁ ୧-୪ରେ ପରାସ୍ତ ହେବା ପରେ ମେରିକମ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ନିଜର ସପ୍ତମ ସ୍ୱର୍ଣ୍ଣ ପଦକ ପାଇବାରୁ ବଂଚିତ ହୋଇଛନ୍ତି । ତେବେ ସେମିଫାଇନାଲରେ ମିଳିଥିବା ପରାଜୟ ପରେ ଭାରତ ମ୍ୟାଚ ରେଫରୀଙ୍କ ନିଷ୍ପତି ବିରୋଧରେ ଅପିଲ କରିଛି ।

Related posts

ଏସୀୟ ଏୟାରଗନ: ମୋଟ ୨୫ଟି ସ୍ୱର୍ଣ୍ଣ ପଦକ ହାସଲ କରି ଭାରତର ଅଭିଯାନ ଶେଷ

Odisha Sports Bureau

ଅମିତ,ମନିଷଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ

Odisha Sports Bureau

ପ୍ରୋ କବାଡ୍ଡୀ ୨୦୧୯ରେ ଦିଲ୍ଲୀ-ହରୀୟାଣାର ବିଜୟ

Odisha Sports Bureau