Cricket

କିଏ ହେବ ଭାରତୀୟ ଦଳର ନୂତନ କୋଚ?

(ଓଡିଶାସ୍ପୋର୍ଟସ ): ସମସ୍ତ ଅପେକ୍ଷାର ଅନ୍ତ ଘଟିବ । ଆଜି ଭାରତୀୟ କିକ୍ରେଟ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଦଳକୁ ମିଳିବ ନୂତନ କୋଚ । ବିସିସିଆଇ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଆଜି ସଂଧ୍ୟା ୭ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଔପଚାରିକ ଭାବେ ଘୋଷଣା କରାଯିବ ।

ଟିମ ଇଣ୍ଡିଆର ମହାନ ବ୍ୟାଟସମ୍ୟାନ କପିଲ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଦଳର ମୁଖ୍ୟ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ ଓ ଫିଲ୍ଡିଂ କୋଚଙ୍କ ନାମ ଘୋଷଣା କରିବେ । ତେବେ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ଅନୁସାରେ ରବି ଶାସ୍ତ୍ରୀ ହିଁ ଦଳର କୋଚ ଭାବେ ପୁନଃ ନିଯୁକ୍ତି ପାଇବେ । କିନ୍ତୁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ କୋଚରେ ପରିବର୍ତନ ହୋଇପାରେ ।

Related posts

କିଏ ପାଇବ ସୁଯୋଗ , ସଞ୍ଜୁ ସାମସନ ନା ଇଶାନ କିଷନ

Odisha Sports Bureau

ଟେଷ୍ଟ ଫର୍ମାଟ୍‌ରେ ପରିବର୍ତ୍ତନ କ୍ଷତିକାରକ ସାବ୍ୟସ୍ତ ହେବାର ସମ୍ଭାବନା: କୋହଲି

Odisha Sports Bureau

ଲଙ୍କା ଲିଗ ମ୍ୟାଚ ଚାଲିଥିବା ସମୟରେ ଫିଲ୍ଡ ଭିତରେ ପସିଲା ସାପ

Odisha Sports Bureau