Tennis

ଚାର୍ଲସଟନ ଓପନ: କ୍ୱାଟର ଫାଇନାଲରେ ଭୋଜନିକି ଏବଂ ମାରିଆ ଲଢେଇ

(ଓଡିଶା ସ୍ପୋର୍ଟ): ବିଶ୍ୱର ୫୦ତମ ନମ୍ବରରେ ଥିବା ଖେଳାଳୀ ଗ୍ରୀସ୍ ର ମାରିଆ ସକ୍କାରୀ ଗତ ଚମ୍ପିଆନ କିକି ବଣ୍ଟେସ୍ଙ୍କୁ ସିକାର ବନାଇ ଚାର୍ସ୍ଲଟନ ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟର କ୍ୱାଟର ପାଇନାଲରେ ପ୍ରବେଶ କରିଛନ୍ତି । ମାରିଆ ନେଦର ଲ୍ୟାଣ୍ଡର ବଣ୍ଟେସ୍ଙ୍କୁ ୭-୬, ୬-୩ ସେଟ୍ରେ ପରାସ୍ତ କରିଛନ୍ତି । ଏବେ ମାରିଆଙ୍କ ସାମ୍ନା ଡେନମାର୍କର କେରୋଲିନ୍ ୱେଜ୍ନିୟାକିଙ୍କ ସହିତ ହେବ, ଯିଏ ମେହିଲାଙ୍କୁ ୬-୪,୩-୬, ୬-୩ ସେଟ୍ରେ ପରାସ୍ତ କରିଥିଲେ । ଅନ୍ୟ ମ୍ୟଚ୍ରେ ମେଡିସନ୍ କିଜ୍ ଜେଲେନା ଔସ୍ତାପେଙ୍କୋଙ୍କୁ ୭-୫, ୬-୨ସେଟରେ, ସ୍ଲୋଏନେ ଷ୍ଟିମ୍ଫସ୍ ଅଜଲା ଟୋମଲଜନବିଚ୍ଙ୍କୁ ୪-୬, ୬-୪, ୬-୪ ସେଟ୍ ରେ ଏବଂ ଡେନିଏଲ ରୋଜ୍ କୋଲିଂସ୍ କଇୟା କେନେପି ଙ୍କୁ ୭-୬, ୬-୧ ବାହାରର ରାସ୍ତା ଦେଖାଇ ଶେଷ ଆଠଟି ଟିକେଟ୍ କାଟିଥିଲେ ।

Related posts

ଆହତ ଫେଡେରର ଚଳିତ ବର୍ଷ କୌଣସି ମ୍ୟାଚ୍ ଖେଳିବେ ନାହିଁ, ଜୋକୋଭିକ୍ ୟୁଏସ୍ ଓପନରୁ ମଧ୍ୟ ପ୍ରତ୍ୟାହାର କରିପାରିବେ

ଅଷ୍ଟ୍ରେଲିଆନ୍ ଓପନ୍ ରେ ମହିଳା ଏକକରୁ ବିଦାୟ ନେଲେ ସେରେନା

Odisha Sports Bureau

ଫାଇନାଲରେ ନାଦାଲ

Odisha Sports Bureau