More Sports

ଦବଙ୍ଗ ଦିଲ୍ଲୀ ଏବଂ ବଙ୍ଗଳା ୱାରିୟର୍ସ ମଧ୍ୟରେ ହେବ ଟାଇଟଲ ମୁକାବିଲା

(ଓଡିଶା ସ୍ପୋର୍ଟସ): ପ୍ରୋ-କବାଡ୍ଡୀ ଲିଗ୍ ସପ୍ତମ ସିଜିନର ପ୍ର୍ରଥମ ସେମିଫାଇନାଲରେ ଦବଙ୍ଗ ଦିଲ୍ଲୀ ବିଜୟ ହାସଲ କରି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି । ବୁଧବାରଦିନ ଅହମ୍ମଦାବାଦରେ ଖେଳାଯାଇଥିବା ମୁକାବିଲାରେ ଦବଙ୍ଗ ଦିଲ୍ଲୀର ଟିମ୍ ଚମ୍ପିଆନ ରହିଥିବା ବେଙ୍ଗଲୁର ବୁଲ୍ସକୁ ୪୪-୩୮ରେ ପରାସ୍ତ କରିଛି । ଏହି ବିଜୟ ସହିତ ଦବଙ୍ଗ ଦିଲ୍ଲୀ ନବୀନ କୁୁମାରଙ୍କ ଜବରଦସ୍ତ ପ୍ରଦର୍ଶନର ସାହାଯ୍ୟରେ ପ୍ରୋ-କବାଡ୍ଡୀ ଲିଗର ଇତିହାସରେ ପ୍ରଥମଥର ପାଇଁ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ସେହିପରି ଦିନର ଦ୍ୱିତୀୟ ସେମିଫାଇନାଲରେ ବଙ୍ଗଳା ୱାରିୟର୍ସ ୟୁ-ମୁମ୍ବାକୁ ହରାଇ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି । ବଙ୍ଗଳା ଶେଷ ସମୟରେ ମୁମ୍ବାକୁ ୩୭-୩୫ରେ ପରାସ୍ତ କରିଛି । ଏବେ ଅହମ୍ମଦାବାଦରେ ୧୯ ଅକ୍ଟୋବରକୁ ଦବଙ୍ଗ ଦିଲ୍ଲୀ ଏବଂ ବଙ୍ଗଳା ୱାରିୟର୍ସର ଟିମ୍ ଟାଇଟଲ୍ ମୁକାବବିଲାରେ ମୁୁହାଁମୁହଁ ହେବ ।

Related posts

ଆୟର୍ଲାଣ୍ଡ ପାରାବ୍ୟାଡ଼ ମିଣ୍ଟନରେ ଓଡ଼ିଆ ତାରକା ପ୍ରମୋଦ ଭଗତତଙ୍କୁ ରୋପ୍ୟ

ଖେଲୋ ଇଣ୍ଡିଆ ଉଦ୍ୟାପନୀ ଉତ୍ସବରେ ୨୨୮ ପଦକ ସହ ମହାରାଷ୍ଟ୍ର ପ୍ରଥମ

Odisha Sports Bureau

ଡ଼ିସେମ୍ବର ୧ରୁ କବାଡ଼ି ବିଶ୍ୱକପ ଆରମ୍ଭ

Odisha Sports Bureau