Tennis

ଫେନେଷ୍ଟା ଓପନ ଅଣ୍ଡର-୧୬ ଟେନିସର ଟାଇଟଲ୍ ଜିତିଲେ କରଣ, ରେଶମା

(ଓଡିଶା ସ୍ପୋର୍ଟସ): କରଣ ସିଂହ ଏବଂ ରେସମା ମାରୁରୀ ଫେନେଷ୍ଟା ଓପନ ଅଣ୍ଡର-୧୬ ଟେନିସରେ ନିଜର ପାଦ ଜମାଇ କ୍ରମଶଃ ବାଳକ ଏବଂ ବାଳୀକା ବର୍ଗରେ ରାଷ୍ଟ୍ରୀୟ ଚମ୍ପିଆନ୍ ହୋଇଛନ୍ତି । ଚତୁର୍ଥ ବର୍ଗୀୟ କରଣ ଫାଇନାଲରେ ଗୋଟିଏ ସେଟରେ ପଛରେ ରହିଯିବା ପରେ ଦ୍ୱିତୀୟ ସ୍ଥାନରେ ଥିବା ଅଦିତି ଗୋଗୋଇଙ୍କୁ ୫-୭, ୬-୪, ୭-୬ରେ ପରାସ୍ତ କରିଛନ୍ତି । ସେହିପରି ଅଣ୍ଡର-୧୬ ବାଳିକା ବର୍ଗର ଫାଇନାଲରେ ରେଶମା ପରୀ ସିଂହଙ୍କୁ ଅତି ସହଜରେ ୭-୫, ୬-୨ରେ ପରାସ୍ତ କରିଛନ୍ତି ।

Related posts

ଅଷ୍ଟ୍ରେଲିଆ ଓପନରେ ବାର୍ଟିଙ୍କ ଯାତ୍ରା ଶେଷ, ଫାଇନାଲରେ ସୋଫିଆ

Odisha Sports Bureau

ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ସ୍ଥଗିତ

Odisha Sports Bureau

ଏକ ବର୍ଷ ପରେ ପୁଣିଥରେ ମୁହାଁମୁହିଁ ହେବେ ଦୁଇ ଭଉଣୀ

Odisha Sports Bureau