Badminton

ବିଶ୍ୱସ୍ତରରେ ଶାତ୍ୱିକ ଚରାଗ ଯୋଡିର ସଫଳତା

 (ଓଡ଼ିଶା ସ୍ପୋର୍ଟ୍ସ ) : ଭାରତୀୟ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଖେଳାଳି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ବିଶ୍ୱ ସ୍ତରରେ ମାନ୍ୟତା ହାସଲ କରିଛନ୍ତି । ଏହି ଦୁଇ ଖେଳାଳି ପୁରୁଷ ଡବଲ୍ସରେ ୨ ଟି ସୋପାନ ଚଢି ୯ମ ସ୍ଥାନ ଅଧିକାର କରିଛନ୍ତି । ଉଭୟ ନିଜ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ହାସଲ କରିବା ସହ ସମକକ୍ଷରେ ରହିଛନ୍ତି । ନିକଟରେ ଏହି ଭାରତୀୟ ଯୋଡ଼ି ବିଡବ୍ଲ୍ୟୁଏଫ୍‌ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲେ। ଫାଇନାଲରେ ସାତ୍ତ୍ୱିକ-ଚିରାଗ ଯୋଡ଼ି ୧୮-୨୧, ୧୬-୨୧ ଗେମ୍‌ରେ ଇଣ୍ଡୋନେସିଆର ମାର୍କସ ଫର୍ନାଲ୍ଡି ରିଡେନ ଓ କେଭିନ ସୁକାମୁଲଜୋଙ୍କ ନିକଟରୁ ହାରିଯାଇଥିଲେ।

Related posts

ଲଗାତର ୩ ଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ

Odisha Sports Bureau

ବିଶ୍ୱ ଜୁନିୟର ବ୍ୟାଡମିଣ୍ଟନ ମିଶ୍ରିତ ଟିମ୍ ଚମ୍ପିଆନସିପରେ ଭାରତର ବିଜୟ

Odisha Sports Bureau

ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ପ୍ରମୋଦ ଭଗତ

Odisha Sports Bureau