More Sports

ବିଶ୍ୱ ବିଲିୟାର୍ଡସ ଚମ୍ପିଆନସିପରେ ପିଟର ଗିଲକ୍ରିଷ୍ଟ୍ ଚମ୍ପିଆନ, ସୌରଭ ରୌପ୍ୟରେ ସନ୍ତୁଷ୍ଟ

(ଓଡିଶା ସ୍ପୋର୍ଟସ): ସିଙ୍ଗାପୁରର ପିଟର ଗିଲକ୍ରିଷ୍ଟ ଶନିବାର ଦିନ ସୌରଭ କୋଠାରୀଙ୍କୁ ୧୩୦୭-୯୬୭ ଅଙ୍କରେ ପରାସ୍ତ କରି ବିଶ୍ୱ ବିଲିୟାର୍ଡସ ଚମ୍ପିଆନ ହୋଇଛନ୍ତି । ସେ ଲମ୍ବା ସମୟରୁ ତିନୋଟି ସିଜିନରେ ପାଞ୍ଚଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ମୁକାବିଲାରେ ଗତ ଚମ୍ପିଆନ କୋଠାରୀକୁ ମାତ ଦେଇଛନ୍ତି । ଗିଲକ୍ରଷ୍ଟ୍ ୬ବର୍ଷ ପରେ ଟାଇଟଲ ନିଜ ନାମରେ କରିଛନ୍ତି । ଗତ ବର୍ଷ ଗିଲକ୍ରିଷ୍ଟ୍ ଲିଡର୍ସରେ କୋଠାରୀଙ୍କ ଠାରୁ ପରାସ୍ତ ହୋଇଥିଲେ । ଗିଲକ୍ରିଷ୍ଟ୍ ୨୦୧୩ରେ ଇଂଲଣ୍ଡର କୌସେୟରଙ୍କୁ ହରାଇ ଟାଇଟଲ୍ ନିଜ ନାମରେ କରିଥିଲେ ।

Related posts

ରୌପ୍ୟ ପଦକ ହାସଲ କଲେ ନୀରଜ ଚୋପ୍ରା

Odisha Sports Bureau

ବିଚିତ୍ର ନିର୍ମାଣ ଶୈଳିରେ ନିର୍ମିତ ୫୯,୦୦୦ ଆସନ ବିଶିଷ୍ଟ ଷ୍ଟାଡିୟମ

ଆଜି ଠାରୁ ଆରମ୍ଭ ହେବ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତା

Odisha Sports Bureau