Tennis

ବ୍ରେସବନ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣମେଣ୍ଟରୁ ବାହାର ହେଲେ ନଂ୧ ଖେଳାଳୀ ବାର୍ଟି

(ଓଡିଶା ସ୍ପୋର୍ଟସ): ପୂର୍ବତମ ନଂ-୧ ଟେନିସ୍ ଖେଳାଳି ମାରିଆ ସାରାପୋଭାଙ୍କୁ ବାହାରର ରାସ୍ତା ଦେଖାଯିବା ପରେ ନେତିଫର ବାର୍ଟି ନଂ-୧ରେ ରହିଥିବା ଏର୍ଶ୍ଲି ବାର୍ଟିଙ୍କୁ ମଧ୍ୟ ଅପସେଟର ଶିକାର ବନାଇଛନ୍ତି । ନଂ-୧ ଖେଳାଳୀ ହେବାପରେ ଏବଂ ବର୍ଷର ଏହା ବାର୍ଟିଙ୍କ ଘରୋଇ ଦର୍ଶକଙ୍କ ସାମ୍ନାରେ ପ୍ରଥମ ମୁକାବିଲାଥିଲା । ବାର୍ଟିଙ୍କୁ ବ୍ରେସବେନ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟରେ ଆମେରିକାର ଜେନିଫରଙ୍କ ହାତରେ ୪-୬, ୬-୭ରେ ପରାଜୟର ସାମ୍ନା କରିବାକୁ ପଡିଛି । ଏହାଦ୍ୱାରା ବାର୍ଟିଙ୍କ ପ୍ରଥମ ଗ୍ରାଣ୍ଡ ସ୍ଲାମ ଅଷ୍ଟ୍ରେଲିଆ ଓପନର ପ୍ରସ୍ତୁତିକୁ ଝଟକା ଲାଗିଛି । କ୍ୱାଲିଫାଇ ଖେଳି ମୁଖ୍ୟ ଦ୍ୱାରରେ ପହଁଞ୍ଚିଥିବା ଜେନିଫରଙ୍କ ଏହା ଶୀର୍ଷ ଦଶଟି ମଧ୍ୟରୁ ପ୍ରଥମ ବିଜୟ ଅଟେ । ଏବେ ଜେନିଫରଙ୍କ ସାମ୍ନା ଦୁଇ ଦୁଇଥର ୱୁମ୍ବିଲଣ୍ଡନ ଚମ୍ପିଆନ୍ ପେତ୍ରା କ୍ୱିତୋଭାଙ୍କ ସହିତ ହେବ, ଯିଏକି ଋଷର କ୍ୱାଲିଫାଆର ଲିୟୁଡମିଲା ସେସୋନୋଭାଙ୍କୁ ୬-୩, ୬-୨ରେ ପରାସ୍ତ କରିଛନ୍ତି । ନାଓମି ଓସାକା ସୋଫିୟା କେନିନଙ୍କୁ ୬-୭, ୬-୩, ୬-୧ରେ ପରାସ୍ତ କରିଛନ୍ତି ।

Related posts

ପଞ୍ଚମ ଥର ପାଇଁ ଇଟାଲୀ ଓପନ୍ ଚାମ୍ପିଅନ୍ ହେଲେ ଜୋକୋଭିକ୍

Odisha Sports Bureau

ଆଠ ବର୍ଷ ପରେ ଗ୍ରାଣ୍ଡସ୍ଲାମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି କ୍ଲିଜଷ୍ଟର୍ସ

Odisha Sports Bureau

କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Sports Bureau