More Sports

ଭେଲେନ୍ସିୟାକୁ ପରାସ୍ତ କରି ୧୬ତମ ଥର ସୁପର କପ୍ ଫାଇନାଲରେ ରିୟଲ ମେଡ୍ରୀଡ୍

(ଓଡିଶା ସ୍ପୋର୍ଟସ): ଋିୟଲ ମେଡ୍ରିଡ୍ ଭାଲେନ୍ସିୟାକୁ ୩-୧ରେ ମାତ୍ ଦେଇ ୧୬ତମ ଥର ସ୍ପେନିସ୍ ସୁପର କପ୍ ଫାଇନାଲରେ ପ୍ରବେଶ କରିନେଇଛି । ୨୦୧୭ ପରେ ଏହା ଟାଇଟଲ୍ ମୁକାବିଲାରେ ପହଁଞ୍ଚିଛି । ଏବେ ଟାଇଟଲ୍ ମୁକାବିଲାରେ ତାହାର ସାମ୍ନା ବର୍ସିଲୋନା ଏବଂ ଏଟଲେଟିକୋ ମେଡ୍ରିଡ୍ଙ୍କ ମଧ୍ୟରେ ହେବାକୁଥିବା ଦ୍ୱିତୀୟ ମୁକାବିଲା ମୁସ୍କିଲ ହୋଇପାରେ । ମେର୍ଡିଡ୍ ୨୦୧୭ରେ ବର୍ଷିଲୋନାକୁ ପରାସ୍ତ କରି ଚମ୍ପିଆନ୍ ହୋଇଥିଲା । ଜିନେଦିନ ଜିଦାନଙ୍କ ଟିମ୍ ପାଇଁ ଟୋନି କ୍ରୁଜ(୩୯ତମ ମିନିଟ୍), ଇସ୍କୋ(୩୯ତମ ମିନିଟ୍) ଏବଂ ଲୁକା ମୋଦରିଚ୍ (୬୫ତମ ମିନିଟ୍)ର ଗୋଟିଏ- ଗୋଟିଏ ଗୋଲ କରିଛନ୍ତି । ଭେଲେସିଆ ପାଇଁ ଏକମାତ୍ର ଗୋଲ ଡେନିୟଲ ପେରେଜୋ ପେନାଲ୍ଟିରେ ଇଞ୍ଜରି ଟାଇମ୍(୯୦+୨ ମିନିଟ)ରେ କରିଛନ୍ତି ।

Related posts

ପାଟନାକୁ ୪୩-୩୯ରେ ପରାସ୍ତ କରି ଦିଲ୍ଲୀ ଶୀର୍ଷ ସ୍ଥାନକୁ ଉତୀର୍ଣ୍ଣ

Odisha Sports Bureau

ମୀରାବାଇ ଚାନୁଙ୍କୁ ବଡ଼ ଝଟକା

Odisha Sports Bureau

ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ: ଏହି ବିଶେଷ ଦିନର ଗୁରୁତ୍ୱ ଏବଂ ଇତିହାସ ସହିତ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଶିଖନ୍ତୁ