More Sports

ଭୁବନେଶ୍ୱରରେ ସ୍କେଟିଂ ପ୍ରଶିକ୍ଷଣ ଶିବିର

(ଓଡ଼ିଶା ସ୍ପୋର୍ଟସ)ଭୁବନେଶ୍ୱର: ଓଡ଼ିଶା ସ୍କେଟିଂ ଆସୋସିଏସନ ଏବଂ ଉତ୍କଳ ୟୁନିକର୍ଣ୍ଣସ ରୋଲର୍ ସ୍ପୋର୍ଟସ ଏକାଡେମୀ ଦ୍ୱାରା ଭୁବନେଶ୍ୱର ସ୍ଥିତ ବୁଦ୍ଧ ପାର୍କରେ ସ୍କେଟିଂ ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏହି ପ୍ରଶିକ୍ଷଣ ଶିବିର ୭ଦିନ ଧରି ଚାଲିବ । ଏଥିରେ ଓଡ଼ିଶାର ୪୦ରୁ ଅଧିକ ସ୍କେଟର ତାଲିମ ନେଉଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ପ୍ରଶିକ୍ଷାର୍ଥୀ ସିବିଏସଇ ଏବଂ ଆରଏସଏଫଆଇ ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଅଷ୍ଟମ ଥର ବିଶ୍ୱ ଚମ୍ପିୟନଶିପ ଜିତିଥିବା ଆନ୍ତର୍ଜାତୀୟ ସ୍କେଟିଂ ପ୍ରଶିକ୍ଷକ ଶ୍ରୀ ଗୁଗୁଲିଓ ରାଭାସି ଏହି ପ୍ରଶିକ୍ଷଣ ଦେଉଛନ୍ତି ।

Related posts

ଭାରତୀୟ ବାଳକ, ଏୟାରଥିଙ୍ଗସ୍ ମାଷ୍ଟର୍ସରେ ଘଟାଇଲେ ବିପର୍ଯ୍ୟୟ

Odisha Sports Bureau

ଏହି ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ପାଣ୍ଡ୍ୟା

Odisha Sports Bureau

ଲୋଜାନ୍‌ ଡାଇମଣ୍ଡ୍‌ ଲିଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅତିଆର କଲେ ନୀରଜ ଚୋପ୍ରା

Odisha Sports Bureau