Tennis

ମିଆମୀ ମାଷ୍ଟର୍ସ: ପ୍ରଜନେଶ୍ କ୍ୱାଲିଫାୟାରର ଅନ୍ତିମ ପର୍ଯ୍ୟାୟରେ, ରାଜକୁମାରଙ୍କ ପରାଜୟ

(ଓଡିଶା ସ୍ପୋର୍ଟ): ପ୍ରଜନେଶ୍ ଗୁନେଶ୍ୱରନ ମିୟାମୀ ମାଷ୍ଟରର୍ସର କ୍ୱାଲିଫାୟାରର ଅନ୍ତିମ ପର୍ଯ୍ୟାୟରେ ପହଞ୍ôଚ ସାରିଛନ୍ତି । ରାଜକୁମାର ରାମନାଥନ ପ୍ରଥମ ପର୍ଯ୍ୟାୟରେ ପରାସ୍ତ ହୋଇ ଖେଳରୁ ବାହାର ହୋଇଥିଲେ । ଇଣ୍ଡିଅ।।ନ୍ ୱେଲ୍ସର ତୃତୀୟ ପର୍ଯ୍ୟାୟରେ ପ୍ରବେସ କରିଥିବା ପ୍ରଜନେଶଙ୍କ ପ୍ରଥମ ପର୍ଯ୍ୟାୟରେ ସ୍ପେନ୍ ର ଏଡ୍ରୀୟନ୍ ମେନେଣ୍ଡେଜ୍ ଙ୍କୁ ୬-୨, ୬-୪ ସେଟ୍ରେ ପରାଜିତ କରିଛନ୍ତି ।

ପର ପର୍ଯ୍ୟାୟରେ ତାଙ୍କର ସାମ୍ନା ୱଇଲ୍ଡ୍ କାର୍ଡରେ ଏଣ୍ଟ୍ରି କରିଥିବା ବ୍ରିଟେନର ଜୟ କ୍ଲାର୍କଙ୍କ ସହିତ ହେବ । ରାଜକୁମାରଙ୍କୁ ଇଟାଲିର ଲୋରେଞୋ ସୋନେଜଙ୍କ ହାଥରେ ୪-୬, ୧-୬ ସେଟରେ ପରାଜୟ ମିଳିଲା । ଯୁଗଳ ବର୍ଗରେ ରୋହନ ବୋପନ୍ନା ପୁଣି ଥରେ କାନାଡାର ଶାପୋୱାଲୋୱଙ୍କ ସହିତ ଫାର୍ମକୁ ଓହ୍ଲାଇବେ ।

Related posts

ମାରିଆ ଶାରାପୋଭ: ୭୦୦ ଡଲାରରୁ ଏଭଳି ଛିଡା କରାଇଥିଲେ କରୋଡର ସାମ୍ରାଜ୍ୟ

Odisha Sports Bureau

ଭାରତୀୟ ଫେଡ୍ କପ୍ ଟିମରେ ସାନିଆ

Odisha Sports Bureau

ଟେଙ୍ଗଲଙ୍କୁ ହରାଇ ଇଣ୍ଡିଆନ୍ ୱେଲସ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ପର୍ଯ୍ୟାୟରେ ପ୍ରବେଶ କଲେ ଜୋକୋଭିକ୍

Odisha Sports Bureau