Cricket

ସିରିଜ କବଜା କଲା ଭାରତ

(ଓଡିଶା ସ୍ପୋର୍ଟସ): ପୁନେର ଏମସିଏ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟୀ ହୋଇଛି । ଭାରତ ପ୍ରଥମ ଇନିଂସରେ ୬୦୧ ରନ କରିଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୨୭୫ ରନରେ ଅଲଆଉଟ ହୋଇଯାଇଥିଲା । ପ୍ରଥମ ଇନିଂସରେ ବିରାଟ କୋହଲି ଦ୍ୱିଶତକୀୟ ପାଳି ଖେଳିଥିଲେ । ଏହାପରେ ଦଳ ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଇଥିଲା ।  ଫଲୋଅନ ଏଡାଇବାକୁ ଆଫ୍ରିକା ସଂଘର୍ଷ କରିଥିଲା । କିନ୍ତୁ ୧୩୭ ରନ ପଛରେ ପଡିଯାଇଥିଲା । ଫଳରେ ଭାରତ ୧୩୭ ରନରେ ବିଜୟୀ ହୋଇଛି । ଏହାସହ ସିରିଜରେ ୨-୦ରେ ଆଗୁଆ ରହିଛି ।

Related posts

ଧୋନିଙ୍କ ବୟାନକୁ ନେଇ ଚର୍ଚ୍ଚା

Odisha Sports Bureau

ଆସେସ ସିରିଜ ୨୦୨୩: ମ୍ୟାଚରେ ଅଲଗା ଅଲଗା ଜୋତା ପିନ୍ଧି ଖେଳିବାକୁ ଆସିଲେ ଓଲି ରୋବିନସନ୍

ବିଶ୍ୱକପ୍‌ ପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ଅଭ୍ୟାସ ମ୍ୟାଚ୍‌

Odisha Sports Bureau