Cricket

ଆଜି ଆରମ୍ଭ ହେଲା ରଣଜୀ ସିଜିନ

ଓଡିଶା ଓ ହରିୟାଣା ମଧ୍ୟରେ ଆଜି କିଟ୍ ଷ୍ଟାଡିୟମରେ ଆରମ୍ଭ ହୋଇଛି ପ୍ରଥମ ରଣଜି ମ୍ୟାଚ । ଓଡିଶା ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତି ନେଇଛି । ଲଚଂ ବ୍ରେକ ସୁଧା ଓଡିଶା ଦୁଇ ୱକେଟ ହରାଇ ୧୧୦ ରନ ସଂଗ୍ରହ କରିଛି ।
ଓଡିଆ ଓପନର ଅନୁରାଗ ସରଙ୍ଗି ୬୯ ରନ କରି ବ୍ୟାଟିଙ୍ଗ କରୁଛନ୍ତି । ସଦିଂପ ପଟ୍ଟନାୟକ ୨୦ ରନ କରି ଓ ଗୋବିନ୍ଦ ପୋଦ୍ଧାର ୧୪ ରନ କରି ଆଉଟ୍ ହେଇଛନ୍ତି । ହରିୟାଣା ଅଧିନାୟକ ମୋହିତ ଶର୍ମା ଓ ପ୍ରଥମ ବୋଲର ଅଜିତ ଚହଲ ଉଭୟ ଗୋଟିଏ ୱକେଟ ନେଇଛନ୍ତି ।

Related posts

ବୈଭବ ସୂର୍ଯ୍ୟବଂଶୀ ୧୩ ବର୍ଷ ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିବାକୁ ଧମକ ଦେଇଛନ୍ତି, ଏହା କରି ଇତିହାସ ସୃଷ୍ଟି କରିବେ

Odisha Sports Bureau

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

Odisha Sports Bureau

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ : ବାଂଲାଦେଶକୁ ପରାସ୍ତ କରି ତୃତୀୟ ଟାଇଟଲ ହାସଲ କଲା ଭାରତ

Odisha Sports Bureau