Hockey

ହକି ବିଶ୍ୱ କପରେ ଦୁଇ ଓଡିଆ ଖେଳାଳି

ଭୁବନେଶ୍ୱରରେ ଚମକିବେ ଦୁଇ ଓଡିଆ । ହକି ବିଶ୍ୱକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ ଖେଳାଳି । ଗୋଟିଏ ପଟେ ଏଥର ଓଡିଶାରେ ହକି ବିଶ୍ୱକପ ଆୟୋଜିତ ହେଉଥିବା ବେଳେ ଦୁଇ ଓଡିଆ ଖେଳାଳି ଏହି ଟିମରେ ସ୍ଥାନ ପାଇଛନ୍ତି । ତେଣୁ ରାଜ୍ୟବାସୀଙ୍କ ଉତ୍ସାହ ବଢିଯାଇଛି ।

ହକି ବିଶ୍ୱକପ ପାଇଁ ଘୋଷିତ ୧୮ଜଣିଆ ଟିମରେ ଦୁଇଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ଏହି ଦୁଇ ଖେଳାଳି ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ନଭେମ୍ବର ୨୮ରୁ ଆରମ୍ଭ ହେବ ହକି ବିଶ୍ୱକପ୍ । ଏଥିରେ ବିଶ୍ୱର ବଛାବଛା ୧୬ଟି ଦେଶ ଅଂଶ ଗ୍ରହଣ କରିଛନ୍ତି ।

Related posts

ଏସିଆ କପ୍‌ ପାଇଁ ଭାରତୀୟ ହକି ଦଳରେ ୪ ଓଡ଼ିଆ ସାମିଲ

ହକି ବିଶ୍ୱ କପର ଲାଇଭ ଦେଖିବ ଓଡିଶାବାସୀ

Odisha Sports Bureau

ଆଜି ଜାତୀୟ କ୍ରୀଡା ଦିବସ ;ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ

Odisha Sports Bureau