Football

ଭାରତ ଓ ଓମାନ ମଧ୍ୟରେ ଅଭ୍ୟାସ ମ୍ୟାଚ୍‌ ଡ଼୍ର

(ଓଡିଶା ସ୍ପୋର୍ଟ): ର଼୍ୟାଙ୍କିଙ୍ଗ୍‌ରେ ୯୭ତମ ସ୍ଥାନରେ ରହିଥିବା ବେଳେ ଓମାନ ୮୨ତମ ସ୍ଥାନରେ ରହିଛି। ଫିଫା ଏସିଆନ୍‌ କପ୍‌ ଫୁଟବଲ ଚାମ୍ପିୟନଶିପ୍‌ ପୂର୍ବରୁ ଏଠାରେ ଭାରତ ଓ ଓମାନ ମଧ୍ୟରେ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ ଗୋଲ ଶୂନ୍ୟଭାବେ ଶେଷ ହୋଇଛି ।

ଉଭୟ ଦଳ ଏକାଧିକ ସୁଯୋଗ ହାସଲ କରିଥିଲେ ମଧ୍ୟ ଗୋଲ ଦେଇ ପାରି ନ ଥିଲେ। ଭାରତୀୟ ଗୋଲ କିପର ଗୁରପ୍ରୀତ ସିଂ ସାନ୍ଧୁ ଓ ଅମରିନ୍ଦର ସିଂ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ ଡ୍ର ରଖିବା ସହ ଭାରତ ତା’ର ପ୍ରସ୍ତୁତି ଜୋରଦାର କରିଛି।

Related posts

ଶ୍ରଦ୍ଧାଞ୍ଜଳି ହେଲେ ଜାତୀୟ ମହିଳା ଫୁଟବଲ୍ ଦଳର ସହ ପ୍ରଶିକ୍ଷିକା

Viral Content : ଦେଢ଼ ଘଣ୍ଟାରେ ୧ ମିଲିୟନ ଏବଂ ୧୨ ଘଣ୍ଟା ମଧ୍ୟରେ ୟୁଟ୍ୟୁବ ଗୋଲଡେନ ବଟନ

Odisha Sports Bureau

ନେରୋକା ୩-୨ ଗୋଲ୍ ରେ ବିଜୟୀ

Odisha Sports Bureau