Cricket

ପୂର୍ବତନ ସ୍ପିନ୍ ବୋଲର ବ୍ରୁସୟାର୍ଡଲୀଙ୍କର ବିୟୋଗ

(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ଖେଳାଳ ିବ୍ରୁସୟାର୍ଡଲୀଙ୍କର ପରଲୋକ। ସେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନ୍ ବୋଲର, କୋଚ ତଥା ଭାଷ୍ୟକାର ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା।ସେ୨୦୧୬ରୁ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ୧୯୭୮ ରୁ ୧୯୮୩ ମଧ୍ୟରେ ସେ ୩୩ ଟି ଟେଷ୍ଟ ୧୨୬ ଟି ଓ୍ଵିକେଟ ଦଖଲ କରିଥିଲେ। ତାଙ୍କ ମୃତ୍ୟୁ ଖବର ମିଳିବା ପରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି ।

Related posts

କ୍ୟାପଟେନ ଭାବରେ ‘ବିରାଟ’ ରେକର୍ଡ

Odisha Sports Bureau

ସୌରଭ ଗାଙ୍ଗୁଲିଙ୍କ ନାମରେ ବିଅର

Odisha Sports Bureau

୨୦୨୪ ଟି- ୨୦ ବିଶ୍ୱକପ୍ , ଖୁବଶୀଘ୍ର କ୍ରୀଡା ସୂଚୀ ଘୋଷଣା

Odisha Sports Bureau