Badminton

ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ,ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ-ଶ୍ରୀକାନ୍ତ

(ଓଡିଶା ସ୍ପୋର୍ଟ):ପୂର୍ବତ ନଚାମ୍ପିୟନ ପି.ଭି. ସିନ୍ଧୁ ଓ କିଡାମ୍ବୀ ଶ୍ରୀକାନ୍ତ ଚାଲିଥିବା ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ବିଜୟ ଲାଭ କରିଛନ୍ତି । ସେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତିା ସିନ୍ଧୁ ପ୍ରଥମ ରାଉଣ୍ଡରେ ଭାରତର ମୁଗଧାଆଗ୍ରେଙ୍କୁ ୨୧-୮, ୨୧-୧୩ ଗେମରେପରାସ୍ତ କରିଛନ୍ତି।

ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ହଂକଂର ଓ୍ବଙ୍ଗ୍ ଓ୍ବିଙ୍ଗ୍ କିଭିନସେଣ୍ଟଙ୍କୁ୨୧-୧୬, ୧୮-୨୧, ୨୧-୧୯ଗେମ୍ର ପରାସ୍ତ କରି୨ୟ ରାଉଣ୍ଡରେ ପହଁଚିଛନ୍ତି । ପ୍ରଣୟ ମଧ୍ୟ ଦମ୍ଦାର ଆରମ୍ଭ କରିଛନ୍ତି ।

ପ୍ରଣୟ ଥାଇଲାଣ୍ଡର କଣ୍ଟପୋନ ଓ୍ବାଙ୍ଗ ଚାରୋଏନଙ୍କୁ ହରାଛନ୍ତି।ପ୍ରଥମ ଗେମ୍କୁ ପ୍ରଣୟ୧୪-୨୧ରେ ହାରି ଯାଇଥିଲେ ମଧ୍ୟ୨୧-୧୮, ୨୧-୧୪ରେ ପରବର୍ତ୍ତୀ ଦୁଇ ଗେମ ଜିତି ମ୍ୟାଚକୁ କବଜା କରି ନେଇଥିଲେ।ପଞ୍ଚମ ସିଡ ସମୀରବର୍ମା ୨୧-୧୮, ୨୧-୧୨ ସିଧା ସଳଖ ଗେମରେ ଡେନମାର୍କର ରାସମସ ଗେମକେଙ୍କୁ ମାତ ଦେଇଛନ୍ତି। ବି. ସାଇ ପ୍ରଣୀଥମଧ୍ୟ୨ୟ ରାଉଣ୍ଡରେ ପହଞ୍ଚଛନ୍ତି। ମହିଳା ବିଭାଗରେ ରିୟା ମୁଖାର୍ଜୀ୨୧-୧୭, ୨୧-୧୫ରେ ଥାଇଲାଣ୍ଡର ଫିତତାୟାପର୍ନ ଚାଇଓ୍ବାନଙ୍କୁ ପରାସ୍ତ କରିଛନ୍ତି।

Related posts

ୟୁରୋପିୟ ଓପନ କ୍ୱାଟର ଫାଇନାଲରେ ପ୍ରବେଶ କଲେ ଏଣ୍ଡି ମରେ

Odisha Sports Bureau

କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ମନା କରିବା ପଡିଲା ମହଙ୍ଗା

Odisha Sports Bureau