More Sports

ଚାରଟି ରୈାପ୍ୟ ସହିତ ପାଞ୍ଚଗୋଟି ପଦକ ଜିତିଲା ଭାରତୀୟ

(ଓଡିଶା ସ୍ପୋର୍ଟ): ଭାରତୀୟ ଯୁବ ମୁଷ୍ଟିଯୋଦ୍ଧା ସର୍ବିଆରେ ୩୭ତମ ଗୋଲ୍ଡେନ ଗ୍ଲବ ଅଫ୍ ୱେଜବୋଡିନା ଅନ୍ତରାଷ୍ଟ୍ରିଅ ଟୁର୍ଣ୍ଣାମେଣ୍ଟରେ ଚାରଟି ରୈାପ୍ୟ ଏବଂ ଗୋଟିଏ କାଂଶ୍ୟ ସହିତ ଟୋଟାଲ ପାଞ୍ଚଟି ପଦକ ଜିତିଛନ୍ତି । ସେଲାୟ ସୋୟ(୪୯ କି.ଗ୍ରା), ବିଲୋଟସନ୍ ଏଲ୍ ସିଂହ (୫୬ କି.ଗ୍ରା), ଅଜୟ କୁମାର (୬୦ କି.ଗ୍ରା) ଏବଂ ବିଜୟଦୀପ୍(୬୯ କି.ଗ୍ରା)ଙ୍କୁ ଫାଇନାଲରେ ପରାଜିତ ହୋଇ ରୈାପ୍ୟରେ ସନ୍ତୁଷ୍ଠ ହେବାକୁ ପଡିଥିଲା । ସେପଟେ ହର୍ଷ ଗିଲ(୯୧ କି.ଗ୍ରା) କାଂଶ୍ୟ ପଦକ ଜିତିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଆର୍ଜେଣ୍ଟିନା, ବ୍ରାଜିଲ, ବୁଲଗାରିଆ ଏବଂ କ୍ରୋଏସିଆ ସମେତ ୨୨ଟି ଦେଶ ଏଥିରେ ଭାଗ ନେଇଥିଲେ ।

Related posts

୫୯ତମ ଜାତୀୟ ଆଥଲେଟିକ୍ସ ଚାମ୍ପିୟନଶିପ: ଦୂତୀ ,ଅମିୟଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ବହରେନ ଗ୍ରାଣ୍ଡ ପ୍ରିକ୍ସରେ ରୋମେନ ଗ୍ରୋସେନ ଦୁର୍ଘଟଣାର ଶିକାର

Odisha Sports Bureau

ରେସିଂ ପଏଣ୍ଟ ଦଳର ବ୍ରେକ୍ ଡକ୍ଟ ୧୫ ପଏଣ୍ଟ କାଟି ଚାରି ମିଲିୟନ ୟୁରୋ ଜରିମାନା

Odisha Sports Bureau