More Sports

ଚାରଟି ରୈାପ୍ୟ ସହିତ ପାଞ୍ଚଗୋଟି ପଦକ ଜିତିଲା ଭାରତୀୟ

(ଓଡିଶା ସ୍ପୋର୍ଟ): ଭାରତୀୟ ଯୁବ ମୁଷ୍ଟିଯୋଦ୍ଧା ସର୍ବିଆରେ ୩୭ତମ ଗୋଲ୍ଡେନ ଗ୍ଲବ ଅଫ୍ ୱେଜବୋଡିନା ଅନ୍ତରାଷ୍ଟ୍ରିଅ ଟୁର୍ଣ୍ଣାମେଣ୍ଟରେ ଚାରଟି ରୈାପ୍ୟ ଏବଂ ଗୋଟିଏ କାଂଶ୍ୟ ସହିତ ଟୋଟାଲ ପାଞ୍ଚଟି ପଦକ ଜିତିଛନ୍ତି । ସେଲାୟ ସୋୟ(୪୯ କି.ଗ୍ରା), ବିଲୋଟସନ୍ ଏଲ୍ ସିଂହ (୫୬ କି.ଗ୍ରା), ଅଜୟ କୁମାର (୬୦ କି.ଗ୍ରା) ଏବଂ ବିଜୟଦୀପ୍(୬୯ କି.ଗ୍ରା)ଙ୍କୁ ଫାଇନାଲରେ ପରାଜିତ ହୋଇ ରୈାପ୍ୟରେ ସନ୍ତୁଷ୍ଠ ହେବାକୁ ପଡିଥିଲା । ସେପଟେ ହର୍ଷ ଗିଲ(୯୧ କି.ଗ୍ରା) କାଂଶ୍ୟ ପଦକ ଜିତିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଆର୍ଜେଣ୍ଟିନା, ବ୍ରାଜିଲ, ବୁଲଗାରିଆ ଏବଂ କ୍ରୋଏସିଆ ସମେତ ୨୨ଟି ଦେଶ ଏଥିରେ ଭାଗ ନେଇଥିଲେ ।

Related posts

ନିୟମ ଉଲ୍ଲଘଂନ ମାନିଲେନି ମ୍ୟାରିକମ

Odisha Sports Bureau

୨୦୨୪ ପ୍ୟାରିସ୍ ଅଲମ୍ପିକ୍ସରେ ବ୍ରେକଡ୍ୟାନ୍ସକୁ ମିଳିଲା ସ୍ଥାନ

Odisha Sports Bureau

ଟେନିସକୁ ବାଏ କହିଲେ ଶାରାପୋଭା

Odisha Sports Bureau