Cricket

ଖୁବ ଶୀଘ୍ର ଓସିଏ ନିର୍ବାଚନ

(ଓଡିଶାସ୍ପୋର୍ଟସ ): ଓଡ଼ିଶା କିକ୍ରେଟ ଆସୋସିଏସନ ବା ଓସିଏ ନିର୍ବାଚନ ଅକ୍ଟୋବର ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏନେଇ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧିରେନ ପଲେଇ ସୂଚନା ଦେଇଛନ୍ତି । ଓସିଏର ୬ଟି ପଦବୀ ପାଇଁ ନିର୍ବାଚନ ହେବ । ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ସାମିଲ ଅଛି ।
ସୂଚନାଯୋଗ୍ୟ କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶର ସମସ୍ତ ରାଜ୍ୟରେ ଥିବା କ୍ରିକେଟ ଆସୋସିଏନକୁ ଭଙ୍ଗ କରାଯାଇଥିଲା । ଏପରିକି ବୟସ ଅଧିକ ଥିବା ବ୍ୟକ୍ତିଙ୍କୁ ସଭାପତି ପଦରୁ ବାହାର କରାଯାଇଥିଲା ।

Related posts

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ

Odisha Sports Bureau

କ୍ରିକେଟ୍ ବିଶ୍ୱକପ ସେମିଫାଇନାଲରେ ଟିକେଟ୍‌ ମୂଲ୍ୟ ୪୫ ହଜାର !

Odisha Sports Bureau

ଟିମ୍ ଇଣ୍ଡିଆକୁ ଶାହିନ୍ ଆଫ୍ରିଦିଙ୍କ ଚେତାବନୀ; କହିଲେ ଏହା କେବଳ ଆରମ୍ଭ

Odisha Sports Bureau