More Sports

ପ୍ରୋ କବାଡ୍ଡି ୨୦୧୯: ୟୁପି ଯୋଦ୍ଧାକୁ ହରାଇଲା ୟୁ ମୁମ୍ବା

(ଓଡିଶା ସ୍ପୋର୍ଟସ): ୟୁ ମୁମ୍ବା ମ୍ୟାଚରେ ଭଲ ପ୍ରଦର୍ଶନ କରି ୟୁପି ଯେ।।ଦ୍ଧାକୁ ପ୍ରି କବାଡ୍ଡି ଲିଗ୍ ମ୍ୟାଚରେ ୩୯-୩୬ ଅଙ୍କରେ ପରାସ୍ତ କରିଛି । ଚାପରେ ଖେଳାଯାଇଥିବା ଏହି ମୁକାବିଲାର ପ୍ରଥମ ହ୍ୟାପ୍ ୟୁପି ଯୋଦ୍ଧା ଆକ୍ରାମକ୍ ଖେଳ ଦେଖାଇଥିଲା । ମୁମ୍ବାଇ ଟିମ୍ ପାଇଁ ସୁରେନ୍ଦର ସିଂ ୬ ଟେକଲ ଅଙ୍କ ବନାଇଥିଲେ, ଯେତେବେଳେ କି ଫଜଲ ଏ ୩ଟି ଅଙ୍କ ହାସଲ କରିଛନ୍ତି । ସେପଟେ ପୁନେରୀ ପଲଟନ୍ ଏବଂ ତାମିଲ ଥଲାଇବାଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମୁକାବିଲାରେ ୩୬-୩୬ ଅଙ୍କରେ ମ୍ୟାଚ୍ ଟାଇ ହୋଇଯାଇଛି ।

Related posts

ପ୍ରଥମ ଥର ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

Odisha Sports Bureau

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

Odisha Sports Bureau

ପୂର୍ବତନ ‘ମିଷ୍ଟର ଇଣ୍ଡିଆ’ ପ୍ରେମରାଜ ଅରୋରାଙ୍କ ହୃଦଘାତରେ ମୃତ୍ୟୁ

Odisha Sports Bureau