More Sports

ପ୍ରୋ କବାଡ୍ଡି ୨୦୧୯: ୟୁପି ଯୋଦ୍ଧାକୁ ହରାଇଲା ୟୁ ମୁମ୍ବା

(ଓଡିଶା ସ୍ପୋର୍ଟସ): ୟୁ ମୁମ୍ବା ମ୍ୟାଚରେ ଭଲ ପ୍ରଦର୍ଶନ କରି ୟୁପି ଯେ।।ଦ୍ଧାକୁ ପ୍ରି କବାଡ୍ଡି ଲିଗ୍ ମ୍ୟାଚରେ ୩୯-୩୬ ଅଙ୍କରେ ପରାସ୍ତ କରିଛି । ଚାପରେ ଖେଳାଯାଇଥିବା ଏହି ମୁକାବିଲାର ପ୍ରଥମ ହ୍ୟାପ୍ ୟୁପି ଯୋଦ୍ଧା ଆକ୍ରାମକ୍ ଖେଳ ଦେଖାଇଥିଲା । ମୁମ୍ବାଇ ଟିମ୍ ପାଇଁ ସୁରେନ୍ଦର ସିଂ ୬ ଟେକଲ ଅଙ୍କ ବନାଇଥିଲେ, ଯେତେବେଳେ କି ଫଜଲ ଏ ୩ଟି ଅଙ୍କ ହାସଲ କରିଛନ୍ତି । ସେପଟେ ପୁନେରୀ ପଲଟନ୍ ଏବଂ ତାମିଲ ଥଲାଇବାଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମୁକାବିଲାରେ ୩୬-୩୬ ଅଙ୍କରେ ମ୍ୟାଚ୍ ଟାଇ ହୋଇଯାଇଛି ।

Related posts

ଲିସା କେଟଲୀ ହେଲେ ଫୁଲ ଟାଇମ କୋଚ୍

Odisha Sports Bureau

ବିଶ୍ୱ ପାରା ଦୌଡ଼କୁଦରେ କିଟ୍ ଛାତ୍ର ପ୍ରବୀଣଙ୍କୁ ରୌପ୍ୟ

ଅଲିମ୍ପିକ୍ସ ପାଇଁ ଦୂତିଙ୍କୁ ଟିକେଟ