More Sports

ଏସିଆ ବଡୀ ବିଲ୍ଡିଙ୍ଗ୍ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଲେ କାଦିର

(ଓଡିଶା ସ୍ପୋର୍ଟସ): ଭାରତୀୟ ସେନାର ମେରଜ ଅବ୍ଦୁଲ୍ଲା କାଦିର ଖାନ ଏସିଆ ବଡ୍ଡୀ ବିଲଡିଙ୍ଗ୍ ଚମ୍ପିଆନସିପରେ ଦେଶର ଗୌରବ ବଢାଇଛନ୍ତି । ଇଣ୍ଡୋନେସିଆରେ ହୋଇଥିବା ଏହି ପ୍ରତିଯୋଗିତାରେ ସେନାର ଯବାନ ରୌପ୍ୟ ପଦକ ଜିତିବା ଭାରତୀୟ ସେନା ସହିତ ପୁରା ଦେଶ ପାଇଁ ଖୁସି ଆଣିଦେଇଛି । ମେଜର ଅବ୍ଦୁଲ୍ଲା କାଦରୀ ଭାରତୀୟ ସେନାର ସ୍କ୍ରପ୍ ଅଫ୍ ସିଙ୍ଗିଲ୍ ର ସଦଶ୍ୟ ଅଟନ୍ତି । ଗୋଟିଏ ଖାସ କଥା ହେଉଛି ମେଜର କାଦିର ପ୍ରଥମଥର ପାଇଁ ଏହି ପରି ଏକ ବଡ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ୫୩ତମ ଏସିଆ ବଡି ବିଲ୍ଡିଙ୍ଗ୍ ଏବଂ ଫିଜିକ୍ ସ୍ପୋର୍ଟ ଚମ୍ପିଆନସିପ୍ ୨୦୧୯ର ଆୟୋଜନ ୨ଅକ୍ଟୋବରରେ କରାଯାଇଥିଲା ।

Related posts

ବିଶ୍ୱ ଚମ୍ପିଆନଶିପର ଦ୍ୱିତୀୟ ପର୍ଯ୍ୟାୟରେ ଦୁର୍ଯ୍ୟଧନ

Odisha Sports Bureau

ଏସିଆନ କୁସ୍ତି ଚମ୍ପିୟାନସିପରେ ଭାଗ ନେବେନି ଚୀନ

Odisha Sports Bureau

ଡୋପ୍ ପରୀକ୍ଷାରେ ବିଫଳ ହୋଇଥିବା ୧୨ କୁସ୍ତିଙ୍କୁ ପଦକ ଏବଂ ପ୍ରମାଣପତ୍ର ଫେରାଇବାକୁ ପଡିବ: ଡବ୍ଲୁ ଏଫ୍ ଆଇ

Odisha Sports Bureau